ଏ ସପ୍ତାହରେ ୠଣ ପରିଶୋଧ, ସାମାନ୍ୟ ଅମିତ୍ରତା, କିନ୍ତୁ କର୍ମ କ୍ଷେତ୍ରରେ ସମ୍ମାନ ଓ ସନ୍ତାନ ପକ୍ଷେ ଶୁଭ ଓ ସ୍ତ୍ରୀଠାରୁ ସାହାଯ୍ୟ ଲାଭ ଓ ଅର୍ଥ ଦିଗରେ ଉନ୍ନତି, ବନ୍ଧୁ ଆଗମନ, ଖାଦ୍ୟବସ୍ତ୍ର ପରିଧାନ ଓ ନୂତନ ବ୍ୟବସାୟରେ ଉନ୍ନତି ହେବ। ଏଣୁ ସମସ୍ତ ସମସ୍ୟାର ଲାଘବ ପାଇଁ ଇଷ୍ଟଦେବୀ ମା ଉଗ୍ରତାରାଙ୍କୁ ଆରାଧନା କଲେ ଶୁଭଫଳ ପ୍ରାପ୍ତି ହେବ।