ଥରେ କୁନି ପିଲାଟିଏ ଈଶ୍ବରଙ୍କୁ ଭେଟିବାକୁ ମନ ବଳାଇଲା। ଈଶ୍ବରଙ୍କ ବାସସ୍ଥାନରେ ପହଞ୍ଚିବାକୁ ହେଲେ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ ମନେକରି ସେ ତାର ବ୍ୟାଗ୍ରେ କେକ୍, ବିସ୍କୁଟ୍ ଓ ମୃଦୁ ପାନୀୟ ସଜାଡ଼ି ରଖିଲା। ଏବଂ
କିଏ ଅମ୍ଳଜାନ (ଅକ୍ସିଜେନ୍) ଆବିଷ୍କାର କରିଥିଲେ? - ୧୮ଶ ଶତାବ୍ଦୀରେ ବ୍ରିଟେନରେ ଜନ୍ମିତ ଧର୍ମଶାସ୍ତ୍ରବିତ୍, ଦାର୍ଶନିକ ଓ ରସାୟନବିତ୍ ଜୋସେଫ୍ ପ୍ରିଷ୍ଟଲି (୧୭୩୩-୧୮୦୪) ଅମ୍ଳଜାନ (ଅକ୍ସିଜେନ୍) ଆବିଷ୍କାର କରିଥିଲେ। ...
ଅଧିକ ଦେଖନ୍ତୁ