ପାଟି ସୁଆଦ

ହୋମ୍‌ମେଡ୍‌ ଚିକେନ୍‌-ବାଦାମ ପିଜ୍ଜାର ମଜା ନିଅନ୍ତୁ

ପ୍ରତ୍ୟେକ ମା’ ଭାବନ୍ତି ସେମାନେ କିପରି ଭାବେ ନିଜ ପିଲାଙ୍କ ପସନ୍ଦର ଖାଦ୍ୟ ତିଆରି କରି ସେମାନଙ୍କୁ ଖୁଆଇବେ। ଯାହା ସ୍ବାସ୍ଥ୍ୟକର ହେବା ସହ ପିଲା ଖାଇବାକୁ ମନା ବି କରିବେ ନାହିଁ। ପିଜ୍ଜା ଆଜିକାଲି ପିଲାଙ୍କ ସବୁଠାରୁ ପସନ୍ଦର ଖାଦ୍ୟ। ଯଦି ଆପଣ ଏହାକୁ ଘରେ ତିଆରି କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି, ତେବେ ଭାବି ନିଅନ୍ତୁ ପିଲାଏ ମନପସନ୍ଦର ଖାଦ୍ୟ ନ ମାଗି ବି ସେମାନଙ୍କୁ ମିଳିଗଲା। ତେବେ ଏଠାରେ ଚାଲନ୍ତୁ ଜାଣିବା କିପରି ଭାବେ ଘରେ ଚିକେନ୍‌ ପିଜ୍ଜା ପ୍ରସ୍ତୁତ କରିବେ। ଏହା ଉପରେ ବେକ୍‌ କରାଯାଇଥିବା ବାଦାମ ଖଣ୍ଡ ପକାଇ ପରଷି ପାରିବେ। ଚିକେନ୍‌ ପିଜ୍ଜା ସହିତ ରୋଷ୍ଟ କରାଯାଇଥିବା ବାଦାମର କ୍ରଞ୍ଚି ସ୍ବାଦ ପିଜ୍ଜାର ସ୍ବାଦକୁ ଆହୁରି ବଢ଼ାଇଦିଏ। ଆପଣ ଯେମିତି ହେଲେ ଥରେ ଏହାକୁ ଘରେ ତିଆରି କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ