ଋତୁ ବଦଳିବାରେ ଲାଗିଛି। ଏପରିସ୍ଥଳେ କିଛି ଥଣ୍ଡା ଖାଇବାକୁ ଇଚ୍ଛା ହେଲେ ମିଲ୍କି ଫ୍ରୁଟ ଡ୍ରିଙ୍କସ ସେବନ କରିପାରିବେ। ଏହାଦ୍ବରା ଆପଣଙ୍କୁ ଥଣ୍ଡା ମିଳିବା ସହିତ ଫ୍ରେଶ ଅନୁଭବ ହୋଇଥାଏ।
ପିଲା ନ ଖାଇବା ଲାଗି ବହୁତ ବାହାନା କରିଥାନ୍ତି। ତେଣୁ ପୂରା ପୋଷଣ ନ ମିଳିବା କାରଣରୁ ରୋଗର ଶିକାର ହୋଇଥାନ୍ତି। ଏପରିସ୍ଥଳେ ପିଲାଙ୍କ ଟିଫିନ ପାଇଁ ଭେଜ କବାବ ପରଟା କିମ୍ବା ରୋଲ କରି ଦେଇପାରିବେ। ଏହା ସ୍ବାଦିଷ୍ଟ ହେବା ସହିତ ପିଲା ବିଳମ୍ବ ନ କରି ଏହା ଖାଇପାରିବେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ବ୍ରେକ୍ଫାଷ୍ଟ ହେଉ ଅବା ସନ୍ଧ୍ୟାର ସ୍ନାକ୍ସ ରାଜସ୍ଥାନୀ ପପରା ହେଉଛି ଏକ ଉପଯୁକ୍ତ ବିକଳ୍ପ। କିଚେନ୍ରେ ଥିବା ଉପକରଣରେ ଆପଣ ଚଟାପଟ ଘରେ ଏହି ରେସିପି ପ୍ରସ୍ତୁତ କରିପାରିବେ। ଚାଲନ୍ତୁ ଜାଣିବା ରାଜସ୍ଥାନୀ ପପରା ପ୍ରସ୍ତୁତ କରିବାର ସହଜ ଉପାୟ।
କିଛି ତିଖା ଚଟପଟି ଖାଇବାକୁ ଇଚ୍ଛା ହେଉଥିଲେ କଚୋଡ଼ି ଆପଣଙ୍କ ପାଇଁ ଏକ ଉପଯୁକ୍ତ ବିକଳ୍ପ ହୋଇପାରେ। ଏହାର ସ୍ବାଦ ଘରର ସମସ୍ତ ସଦସ୍ୟଙ୍କୁ ପସନ୍ଦ ଆସିବ। ଏହା ତିଆରି କରିବା ବହୁତ ସହଜ। ଘରକୁ କୌଣସି ଅତିଥି ଆସୁଥିଲେ ମଧ୍ୟ ଏହା ତିଆରି କରି ଆତିଥ୍ୟ କରିପାରିବେ। ଏହା ବହୁତ କମ ସମୟରେ ତିଆରି ହୋଇଯିବ। ଚାଲନ୍ତୁ ଜାଣିବା ମଟର କଚୋଡ଼ିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
କୁହାଯାଏ, ଦିନର ଆରମ୍ଭ ସ୍ବାସ୍ଥ୍ୟକର ବ୍ରେକଫାଷ୍ଟରୁ କରିବା ଉଚିତ। ଏହାଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହିତ ସାରାଦିନ ଏନର୍ଜେଟିକ ଫିଲ ହୋଇଥାଏ। ରୋଗରୁ ରକ୍ଷା ପାଇବା ଲାଗି ଶରୀରର ଉତ୍ତମ ବିକାଶ ହେବାରେ ସାହାଯ୍ୟ ମିଳିଥାଏ। ଏପରିସ୍ଥଳେ ଏହି ସମୟରେ କଦଳୀ ଓଟସ ଦଲିଆ ଖାଇବା ଏକ ଉପଯୁକ୍ତ ବିକଳ୍ପ। ସମସ୍ତ ଜିନିଷରେ ପୋଷକତତ୍ତ୍ବ ଭରପୂର ମାତ୍ରାରେ ରହିଥିବାରୁ ଏହା ସ୍ବାସ୍ଥ୍ୟକର ହୋଇଥାଏ। ଏହା ଖାଇବା ସ୍ବାଦିଷ୍ଟ ହେବା ସହିତ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଚାଲନ୍ତୁ ଜାଣିବା ଏହି ଡିଶର ପ୍ରସ୍ତୁତି ପ୍ରଣାଳୀ।
ସକାଳ ଜଳଖିଆରେ ଅଧିକାଂଶ ଲୋକେ ବ୍ରେଡ ଟୋଷ୍ଟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏଠାରେ ଗାର୍ଲିକ ଚିଜ ଟୋଷ୍ଟର ରେସିପି ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ତିଆରି କରିବା ମଧ୍ୟ ବହୁତ ସହଜ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
କୋରୋନା ମହାମାରୀ କାରଣରୁ ଗତ କିଛି ମାସ ହେଲା ସ୍କୁଲ ବନ୍ଦ ଥିବାରୁ ପିଲାମାନେ ଘରେ ଥିଲେ। କିନ୍ତୁ ଏବେ ଧିରେ ଧିରେ ସ୍କୁଲ କଲେଜ ଖୋଲିଲାଣି। ଏପରିସ୍ଥଳେ ପିଲାଙ୍କୁ ଟିଫିନରେ କ’ଣ ଦେବେ ଏହା ମା’ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ ପିଲାଙ୍କ ଟିଫିନ ପାଇଁ ପଟାଟୋ ଲଲିପପ ରେସିପି ଦିଆଯାଇଛି। ଏହି ଖାସ ଓ ସ୍ବାଦିଷ୍ଟ ଡିଶ ପିଲାମାନେ ବହୁତ ଆଗ୍ରହର ସହ ଖାଇଥାନ୍ତି। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଛୋଲେ ଏଭଳି ଏକ ଚଟପଟା ଖାଦ୍ୟ, ଯାହାର ନାମ ଶୁଣିବା ମାତ୍ରେ ଲୋକଙ୍କ ପାଟିଲେ ଲାଳ ଆସିଯାଏ। ଆପଣ ଏହାକୁ ପାର୍ଟି କିମ୍ବା ଘରେ ତିଆରି କରି ଖାଇପାରିବେ। ଏହା ତିଆରି କରିବା ମଧ୍ୟ ବହୁତ ସହଜ। ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଯାଏ ଏହାକୁ ମଜାର ସହିତ ଖାଇଥାନ୍ତି। ଯଦି ଆପଣ ଛୋଲେ ଖାଇ ବିରକ୍ତ ହୋଇଗଲେଣି, ତେବେ ଏକ ନୂଆ ରୂପରେ ଅର୍ଥାତ ପିଣ୍ଡି ଛୋଲୋ ଭାବେ ଏହାର ସ୍ବାଦ ନେଇପାରିବେ। ଜାଣନ୍ତୁ ଏହି ଛୋଲେ ତିଆରି କରିବାର ସହଜ ଉପାୟ।
ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ ହେଉଛି ଲେମନ ରାଇସ। ଏହା ତିଆରି କରିବା ବହୁତ ସହଜ। ଏଥିରେ ଲେମ୍ବୁ ରସ ବ୍ୟବହାର କରିବା ଦ୍ବାରା ଏହାର ସ୍ବାଦ ଆହୁରି ଦୁଇଗୁଣା ବଢ଼ିଯାଏ। ଯଦି ଆପଣଙ୍କ ଘରକୁ ଅତିଥି ଆସିଛନ୍ତି ଓ ଆପଣ ତାଙ୍କୁ କିଛି ସ୍ପେସାଲ ଖୁଆଇବାକୁ ଚାହୁଛନ୍ତି, ତେବେ ଯେ କୌଣସି ତରକାରୀ ସହିତ ଲେମନ ରାଇସ ପରଷି ପାରିବେ। ଚାଲନ୍ତୁ ଜାଣିବା ଲେମନ ରାଇସ ତିଆରି କରିବାର ସହଜ ଉପାୟ।
ପିଲାଙ୍କ ଭାରି ପସନ୍ଦ ନୁଡଲ୍ସ। ତାହାକୁ ଅଧିକ ସ୍ବାସ୍ଥ୍ୟକର କରିବା ପାଇଁ ଏଥିରେ ମିଶାଇ ପାରିବେ କିଛି ସବୁଜ ପରିବା। ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହେବା ସହ ପାଟିକୁ ସୁଆଦିଆ ବି ଲାଗିବ। ଚାଲନ୍ତୁ ଜାଣିବା କେମିତି ତିଆରି କରିହେବ ଭେଜିଟେବଲ୍ ନୁଡଲ୍ସ ସୁପ୍।
ଖାଦ୍ୟକୁ ନେଇ ଗୁଜରାଟ ବେଶ ଲୋକପ୍ରିୟ। ଏପରିସ୍ଥଳେ ଏଠାରେ ଗୁଜରାଟର ଖାସ ଚକଲି ରେସିପି ଦିଆଯାଇଛି। ଏହା ଖାଇବାକୁ ବହୁତ କୁରକୁରେ ଓ ସ୍ବାଦିଷ୍ଟ ହୋଇଥିବାରୁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏ ପସନ୍ଦ ଆସିଥାଏ। ଆପଣ ଏହାକୁ ସନ୍ଧ୍ୟା ଚା’ ସହିତ ସ୍ନାକ୍ସ ଭାବେ ମଧ୍ୟ ମଜା ନେଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଶୀତଦିନେ ଫୁଲକୋବି ପରଟା ଖାଇବାକୁ ପିଲାଙ୍କ ଠାରୁ ବୟସ୍କ ଯାଏ ସମସ୍ତେ ପସନ୍ଦ କରନ୍ତି। ଏହି ସ୍ବାଦିଷ୍ଟ ପରଟାକୁ ଚଟଣୀ, ଦହି କିମ୍ବା ନିଜ ପସନ୍ଦର ଯେ କୌଣସି ତରକାରି ସହିତ ଖାଇପାରିବେ। ସକାଳ ଜଳଖିଆ ପାଇଁ ଏହା ଏକ ସ୍ବାସ୍ଥ୍ୟକର ବିକଳ୍ପ। ଚାଲନ୍ତୁ ଜାଣିବା ଏହି କ୍ରିସପି କୋବି ପରଟାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଚିକେନ ୬୫ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଏହା ଅନେକ ଉପାୟରେ ତିଆରି କରାଯାଏ। ଏହା ତିଆରି କରିବା ପାଇଁ ବେଶୀ ସମୟ ମଧ୍ୟ ଲାଗି ନ ଥାଏ। ଯଦି ଆପଣ ଘରେ କୌଣସି ପାର୍ଟି ପାଇଁ ଯୋଜନା କରୁଛନ୍ତି, ତେବେ ଚିକେନ ୬୫ ତିଆରି କରିପାରିବେ। ଏହା ଆପଣଙ୍କ ପାର୍ଟି ମଜାକୁ ଦୁଇଗୁଣା କରିଦେବ। ଚାଲନ୍ତୁ ଜାଣିବା ଚିକେନ ୬୫ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ନୂଆବର୍ଷର ଉତ୍ସାହ, ଶୀତର ମଜାଦାର ଜଳବାୟୁ ଓ ଲୋହଡୀ ପର୍ବରେ ରାଶି ଓ ଗୁଡ଼ର ମହକ ଜାନୁଆରୀ ମାସକୁ ଆହୁରି ସ୍ବତନ୍ତ୍ର କରିଦିଏ। ରାଶି ଓ ଗୁଡ଼ର ବର୍ଫି ସମସ୍ତଙ୍କୁ ପସନ୍ଦ ଆସିବ। ରାଶି ଓ ଗୁଡ଼ ବର୍ଫିକୁ ବିଶେଷକରି ଶୀତଦିନେ ତିଆରି କରାଯାଏ। କାରଣ ଗୁଡ଼ ଓ ରାଶିର ଗୁଣ ଗରମ ହୋଇଥାଏ। ଶୀତଦିନେ ଏହାର ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚାଲନ୍ତୁ ଜାଣିବା ରାଶି ଓ ଗୁଡ଼ର ବର୍ଫି କିପରି ତିଆରି କରିବେ।
ଶୀତଦିନେ ପକୁଡ଼ି ଖାଇବାର ମଜା ନିଆରା। ସେହିପରି ଶୀତଦିନେ ଅଧିକ ପନିପରିବା ସେବନ କରାଯାଇଥାଏ। ପକୁଡ଼ି କଥା ଆସିଲେ ମେଥି ପିଆଜ ପକୁଡ଼ି ନାମ ଆସିବା ସାଧାରଣ କଥା। ଚାଲନ୍ତୁ ଜାଣିବା ମେଥି ପିଆଜ ପକୁଡ଼ି ରେସିପି ସମ୍ପର୍କରେ। ଏହା ସ୍ବାଦିଷ୍ଟ ହେବା ସହିତ ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ମେଥି ପିଆଜ ପକୁଡ଼ିର ପ୍ରସ୍ତୁତି ପ୍ରଣାଳୀ ସର୍ମ୍ପର୍କରେ।
ଅଧିକ ଦେଖନ୍ତୁ