ଅଳସୁଆ କ୍ଳବ


ଆମେରିକାର ପେନସିଲଭାନିଆରେ ଗୋଟିଏ ଅଳସୁଆ କ୍ଳବ ଅଛି। ୧୯୫୬ରେ ପ୍ରତିଷ୍ଠିତ ଏହି କ୍ଳବର ସଦସ୍ୟ ସଂଖ୍ୟା ୬୦୦୦। ଏହାର ଆଦର୍ଶ - ବର୍ତ୍ତମାନକୁ ନେଇ ଶାନ୍ତିରେ ବଞ୍ଚିବା ପାଇଁ ଯେତେ ପାରୁଛ, ସବୁ କାମ ପଛକୁ ରଖିଦିଅ। ଏହି କ୍ଳବର ସଦସ୍ୟ ହେବାକୁ ଚାହୁଁଥିଲେ, ଚିଠି ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଠିକଣା -ପ୍ରୋକ୍ରାଷ୍ଟିନେଟରର୍ସ କ୍ଲବ ଅଫ ଆମେରିକା, ବକ୍ସ- ୭୧୨, ବ୍ରେନ ଆଠିନ୍‌, ପିଏ-୧୯୦୦୯. ଏୟାର ମେଲ୍‌ରେ ପଠାନ୍ତୁ ନାହିଁ। ତୁରନ୍ତ ଅଯୋଗ୍ୟ ଘୋଷିତ ହେବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ