ମୃତ୍ୟୁ ପରେ ଜୀବନ


ଇରେଜିଂ ଡେଥ - ଦ ସାଇନ୍ସ ଦ୍ୟାଟ ଇଜ ରିରାଇଟିଂ ଦ ବାଉଣ୍ଡରିଜ୍‌ ବିଟ୍ବିନ ଲାଇଫ ଆଣ୍ଡ ଡେଥ୍‌ ହେଉଛି ୨୦୧୩ ରେ ପ୍ରକାଶିତ ଗୋଟିଏ ଅଭିନବ ପୁସ୍ତକ। ଏହାର ଲେଖକ ସାମ୍ ପାର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ମେଡିସିନ୍ ବିଭାଗର ପ୍ରଫେସର। ଏହି ପୁସ୍ତକରେ ଡାକ୍ତର ପାର୍ଣ୍ଣିଆ ମୃତ୍ୟୁ ପରେ ମଣିଷକୁ ବଞ୍ଚାଇ ରଖିବାର ଅଭିନବ କୌଶଳ ଉଲ୍ଲେଖ କରିଛନ୍ତି। ଯଦିଓ ଏହି ସମୟ ସୀମା ବହୁ ଅଳ୍ପ, ତଥାପି ଦୀର୍ଘ ଜୀବନ ବଞ୍ଚି ରହିବାର ଏହା ଆରମ୍ଭ ମାତ୍ର। ତାଙ୍କ ମତରେ ମଣିଷର ପ୍ରାଣବାୟୁ ଚାଲିଯିବାର କିଛି ମୁହୂର୍ତ୍ତ ଆଗରୁ ଡାକ୍ତରୀ ପ୍ରଚେଷ୍ଟା ଅନୁଯାୟୀ ପଦକ୍ଷେପ ନେଲେ କିଛି ଘଣ୍ଟା ପାଇଁ ମଣିଷକୁ ବଞ୍ଚେଇ ରଖିବା ସମ୍ଭବ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ