ମର୍ମନ୍ତୁଦ ଦୁର୍ଘଟଣା


ଚେର୍ନୋବିଲ ଆଣବିକ ବିସ୍ଫୋରଣ ବିଶ୍ୱ ଇତିହାସର ସର୍ବ ଦୁଃଖଦ ଦୁର୍ଘଟଣା ଭାବେ ଅଭିହିତ। ଏପ୍ରିଲ ୨୬ ତାରିଖ ୧୯୮୬ ମସିହାରେ ଏହା ସଂଘଟିତ ହେବା ପରେ ଆଣବିକ ଶକ୍ତିର ଭୟାବହତା ସମ୍ପର୍କରେ ସାଧାରଣ ମଣିଷ ଜାଣିବାକୁ ପାଇଲା। ଏହି ଦୁର୍ଘଟଣାରେ ୟୁକ୍ରେନର ୫୦ ପ୍ରତିଶତ ପ୍ରଭାବିତ ହୋଇଥିଲା। ପ୍ରାୟ ୨୦ ଲକ୍ଷ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଲକ୍ଷ ଅଧିବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।


ଏଥିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦେଢ଼ ଲକ୍ଷ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣାର ମୂଲ୍ୟ ୨୦୦ ବିଲିୟନ ଡଲାର ଆକଳନ କରାଯାଇଛି। ଆଣବିକ ପ୍ଲାଣ୍ଟ ଚଳାଉଥିବା କର୍ମଚାରୀଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଯେଉଁ ସମସ୍ତ ସାବଧାନତା ଅବଲମ୍ବନ କରିବା କଥା, ସେ ସମ୍ପର୍କରେ ସେମାନେ ଅଞ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ