ସୌଖୀନ ପ୍ରାସାଦ


ମହୀଶୂରର ଅମ୍ବା ଭିଲ୍ଲା ଆମ ଦେଶର ସବୁଠାରୁ ସୌଖୀନ ପ୍ରାସାଦ ଭାବେ ପରିଚିତ। ଏହା ମହୀଶୂର ରାଜପରିବାରର ବାସଗୃହ। ଏହି ରାଜବଂଶ ୧୩୯୯ରୁ ୧୯୫୦ ପର୍ଯ୍ୟନ୍ତ ଶାସନ କରିଥିଲେ। ୧୮୯୭ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇ ୧୯୧୨ରେ ସମାପ୍ତ ହୋଇଥିଲା। ଏହି ପ୍ରାସାଦର ସ୍ଥାପତ୍ୟ ହିନ୍ଦୁ-ମୁସଲମାନ-ରାଜପୁତ ଏବଂ ଗୋଥିକ ପରମ୍ପରା ଅନ୍ତର୍ଭୁକ୍ତ। ପ୍ରାସାଦର ଦ୍ୱାରରେ ରାଜବଂଶର ଆଦର୍ଶ ସଂସ୍କୃତରେ ଲେଖାଅଛି - ନ ବିଭୈତି କଦାଚନ (କେବେ ବି ଭୟଭୀତ ହୁଅ ନାହିଁ)।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ