ଉଡନ୍ତା ମଣିଷ


ପାରାଚ୍ୟୁଟ ଏବଂ ବେଲୁନ ସାହାଯ୍ୟରେ ଉଡୁଥିବା ମଣିଷ ସମ୍ପର୍କରେ ଆମେ ଜାଣିଛେ। କିନ୍ତୁ ୩୫୦୦ ଫୁଟ ଉଚ୍ଚରେ ଜଣେ ମଣିଷ ବିନା ସହାୟତାରେ ଉଡ଼ିପାରେ, ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ୨୦୧୪ ମସିହା ଶୁକ୍ରବାର ଜୁନ ୧୩ ତାରିଖ। ଦିନ ପ୍ରାୟ ୧୧ଟା ବେଳେ ଇଂଲଣ୍ଡର ମାଞ୍ଚେଷ୍ଟର ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ୩୨୦ ଏୟାର ବସ୍‌ର ପାଇଲଟ୍ ମାତ୍ର ୧୦୦ ମିଟର ଦୂରରେ ଜଣେ ବ୍ୟକ୍ତିକୁ ଉଡୁଥିବାର ଦେଖିଲେ। ପରେ ତାଙ୍କୁ ଠାବ କରିବା ପାଇଁ ଚେଷ୍ଟା କରିବା ବେଳକୁ ଆଉ ତାଙ୍କର ଖବର ମିଳିଲା ନାହିଁ। ଏହା ଏବେ ମଧ୍ୟ ରହସ୍ୟମୟ ହୋଇ ରହିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ