ଅତିଥି ଦେବୋ ଭବଃ


ଆମ ଶାସ୍ତ୍ରରେ ଅତିଥିଙ୍କୁ ଦେବତାଙ୍କ ଆସନ ପ୍ରଦାନ କରାଯାଇଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଆଇସଲାଣ୍ଡ ବିଶ୍ୱର ସବୁଠାରୁ ଅତିଥିପ୍ରବଣ ରାଷ୍ଟ୍ର। ବିଦେଶୀ ପର୍ଯ୍ୟଟକମାନେ ଏଠାରେ କେବଳ ଦେଶର ଅତିଥି ନୁହନ୍ତି, ଦେଶବାସୀଙ୍କର ଅତିଥି। ଅଧିବାସୀମାନେ ସେମାନଙ୍କୁ ଆଦରର ସହ ଘରକୁ ଖାଇବାକୁ ଆମନ୍ତ୍ରଣ କରନ୍ତି। ପର୍ଯ୍ୟଟକଙ୍କର ସାମାନ୍ୟତମ ଅସୁବିଧା ହେଲେ, ସରକାରୀ ସହଯୋଗ ମିଳିବା ଆଗରୁ ସେମାନେ ପହଞ୍ଚିଯାଆନ୍ତି। ଏହି ତାଲିକାର ଦଶମ ସ୍ଥାନ ଭିତରେ ଆଫ୍ରିକାର ଚାରୋଟି ଦରିଦ୍ର ରାଷ୍ଟ୍ର ବୁରକିନା ଫାସୋ, ସେନେଗାଲ ଏବଂ ମରକ୍କୋ ଅଛନ୍ତି। ବଡ଼ ବଡ଼ ରାଷ୍ଟ୍ରଙ୍କ ସ୍ଥାନ ବହୁ ତଳେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ