ଶାଶୁଙ୍କୁ ସମ୍ମାନ


ବୋହୂ ଶ୍ବଶୁରଙ୍କୁ ଫୋନ କରି କହିଲା, ବାପା ଅଳେଇଚ ଖତମ୍‌ ହୋଇଯାଇଛି। ଆସିଲା ବେଳକୁ ନେଇ ଆସିବ।

ଶ୍ବଶୁର କହିଲେ, ଆଲୋ ମା! ତୋ ଶାଶୁ ନା ସେଇଆ ପଡ଼ୁଛି। ଆମ ଘରେ ବୋହୂ ଶାଶୁର ନାଁ ତୁଣ୍ଡରେ ଧରେନି।

ବୋହୂ କହିଲା, ହଉ ମୁଁ ଆଗକୁ ଧ୍ୟାନ ରଖିବି।

କିଛିଦିନ ପରେ...

ବୋହୂ ପୁଣି କହିଲା, ପିତାଜୀ ମା’ଜୀ ଖତମ୍‌ ହୋଇଯାଇଛନ୍ତି। ଫେରିଲା ବେଳେ ବଜାରରୁ କିଛି ମା’ ନେଇଆସିବେ। ଶ୍ବଶୁର ବସିଲା ଜାଗାରୁ ଟଳିପଡ଼ିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ