ପୃଥିବୀ ଓ ଦେଶ


ମାଷ୍ଟ୍ରେ ପଚାରିଲେ, କହିଲ ପିଲେ ଏ ପୃଥିବୀରେ କେତୋଟି ଦେଶ ଅଛି?

ସମସ୍ତେ ମୁଣ୍ଡ ତଳକୁ କରି ବସିଥିବା ବେଳେ କେବଳ ମୁନା ହାତ ଟେକି ଠିଆହେଇ କହିଲା, ସାର୍‌! ଗୋଟିଏ ଦେଶ ଅଛି, ଆମ ଭାରତ। ମାଷ୍ଟ୍ରେ ନାଲି ଆଖି କରି କାନ ଧରିବାକୁ କହିବାରୁ ମୁନା କହିଲା, ସାର୍‌ ଭାରତକୁ ଛାଡ଼ିଦେଲେ ବାକି ସବୁ ତ ବିଦେଶ।

ଏଥର ମାଷ୍ଟ୍ରେ ଚୁପ୍‌ ହୋଇଗଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ