ଲେଟ୍‌ ମି ଲଭ୍‌


ଚିର୍କୁଟରେ ଲେଖା ଛୋଟ କବିତାର ଶେଷ ଧାଡ଼ି ଥିଲା-‘ଲେଟ୍ ମି ଲଭ୍ ଅର୍ ଲେଟ୍ ମି ଡାଏ।’ ସୁନାରେ ତିଆରି ଘଡ଼ିଟିର ଗୋଟିଏ କୋଣରେ ଲେଖାଥିଲା - ‘ଜ୍ୟାକ୍’।

୧୯୬୨ ମସିହାରେ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍.କେନେଡ଼ିଙ୍କୁ ତାଙ୍କ ଜନ୍ମଦିନରେ ଏଇ ଘଡ଼ିଟି ଉପହାର ଦେଇଥିଲେ ହଲିଉଡ୍ ଅଭିନେତ୍ରୀ ମେରିଲିନ୍ ମନ୍‌ରୋ। କିଛିଦିନ ତଳେ ନିଲାମରେ ଘଡ଼ିଟିର ଦାମ୍ ଉଠିଥିଲା ୧ ଲକ୍ଷ ୨୦ ହଜାର ଡଲାର। କେନେଡ଼ିଙ୍କ ମେରିଲିନ୍‌ଙ୍କର ସହ ସମ୍ପର୍କ ବିଗିଡ଼ିଗଲା ପରେ କବିତା ଓ ନିଜ ନାଁ ଲେଖା ଯାଇଥିବା ଏଇ ଉପହାର ଘଡ଼ିଟିକୁ କେନେଡ଼ି ତାଙ୍କର ଜଣେ ପାରିଷଦଙ୍କୁ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ