ବିନା ଲାଇସେନ୍ସରେ ବଲ୍‌ବ ବଦଳାଇଲେ ୧୦ ଡଲାର ଫାଇନ୍


ଅଷ୍ଟ୍ରେଲିଆର ଗୋଟିଏ ସମୃଦ୍ଧ ରାଜ୍ୟ ଭିକ୍ଟୋରିଆା।ଏହି ରାଜ୍ୟରେ ସମସ୍ତ ଆଇନ ବାଧ୍ୟତାମୂଳକ। ଆଇନ ଅନୁସାରେ ବିନା ଲାଇସେନ୍ସରେ କେହି ବଢ଼େଇ, ରାଜମିସ୍ତ୍ରୀ ଏବଂ ବୈଦ୍ୟୁତିକ ମରାମତି କାମ କରିପାରିବେ ନାହିଁ। ବିଜୁଳି କାମ ନିମନ୍ତେ ଆଇନ ଆହୁରି କଡ଼ାକଡ଼ି ଲାଗୁହୁଏ। ଏପରିକି ବିନା ଲାଇସେନ୍ସରେ ଜଣେ ବ୍ୟକ୍ତି ବଲ୍‌ବଟିଏ ବଦଳାଇଲେ ତାକୁ ଅର୍ଥଦଣ୍ଡ ଦେବାକୁ ହୁଏ। ମିସ୍ତ୍ରୀଙ୍କ ଦକ୍ଷତା ଏବଂ କାର୍ଯ୍ୟଶୈଳୀ ଆଧାରରେ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ଆହୁରି ମଧ୍ୟ ପ୍ରତି ପାଞ୍ଚ ବର୍ଷରେ ଥରେ ଏହାର ନବୀକରଣ କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ