ଗୌହରଙ୍କ ଚନ୍ଦେରୀ କୁର୍ତ୍ତା ସେଟ୍‌ ଉପରେ ଫିଦା ଫ୍ୟାସିନିଷ୍ଟା


ଗୌହରଙ୍କ ଚନ୍ଦେରୀ କୁର୍ତ୍ତା (ଫାଇଲ୍ ଫଟୋ)
ରମଜାନ କିମ୍ବା ବାହାଘର ଫଙ୍କସନ୍‌ ପାଇଁ ଯଦି ଆପର ନିଆରା ଏଥନିକ୍‌ ଲୁକ୍‌ର ବିକଳ୍ପ ଖୋଜୁଛନ୍ତି, ତେବେ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ଚନ୍ଦେରୀ କୁର୍ତ୍ତା ସେଟ୍‌ ସବୁଠାରୁ ପରଫେକ୍ଟ। ନିକଟରେ ଗୌହର ଇନଷ୍ଟାଗ୍ରାମରେ ଏହାର ଷ୍ଟାଇଲିଶ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଗୌହର ଚନ୍ଦେରୀ କୁର୍ତ୍ତା ସେଟ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି।

ଗୋଟା ପତ୍ତି ଦୁପଟ୍ଟା ଗୌହରଙ୍କ ଏହି ଆଉଟ୍‌ଫିଟକୁ ଆହୁରି ଅଧିକ ୟୁନିକ୍‌ କରୁଥିଲା। ସେହିପରି ମନିକ ପନ୍ଧି ଲେବଲର ପଞ୍ଜାବୀ ଜୋତା ଗୌହରଙ୍କ ଲୁକକୁ ଆହୁରି ଷ୍ଟାଇଲିଶ କରି ଦେଇଥିଲା। ଗୌହର ଏହି ସମୟରେ କୋରାଲ ଲିପଶେଡ, ପିଙ୍କ୍‌ ରୋଜ ବ୍ଲଶ ଓ ମସ୍କରା ଲଗାଇଥିଲେ। ଏହି ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେହିପରି ଗୌହରଙ୍କ ମ୍ୟାଚିଂ ଇଅରରିଙ୍ଗସ, ନେକପିସ ଓ ରିଙ୍ଗ ତାଙ୍କ ଏଥିନିକ ଲୁକ ସହିତ ମ୍ୟାଚ କରୁଥିଲା। ଯଦି ଆପଣ ମଧ୍ୟ ଗୌହରଙ୍କ ଏହି ଟ୍ରାଡିସନାଲ୍‌ ଆଉଟଫିଟ୍‌ ଆପଣଙ୍କୁ ଭଲ ଲାଗୁଛି, ତେବେ ଉଇଶଲିଷ୍ଟରେ ସାମିଲ କରିବା ପୂର୍ବରୁ ଏହାର ଦାମ ଓ ବ୍ରାଣ୍ଡ ଜାଣନ୍ତୁ। ଏହି ସୁନ୍ଦର ଇଂଲିଶ ବ୍ଲୁ ସ୍କାଲପ ଷ୍ଟୋରୀ ଚନ୍ଦେରୀ କୁର୍ତ୍ତା ସେଟକୁ ଫ୍ୟାଶନ ଡିଜାଇନର ମେଘନା ନୟରଙ୍କ ବ୍ରାଣ୍ଡ ଲେବଲ ମିସିର। ଏହାର ଦାମ ୧୩,୯୯୯ଟଙ୍କା ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ