ପାଟି ସୁଆଦ

ଖ୍ରୀଷ୍ଟମାସରେ ପ୍ଲମ୍‌ କେକ୍‌ର ମଜା ନିଅନ୍ତୁ
ଶୀତୁଆ ସନ୍ଧ୍ୟାରେ ନିଅନ୍ତୁ ସ୍ବିଟ୍‌ କର୍ଣ୍ଣ ସୁପ୍‌ର ମଜା

ସ୍ବିଟ୍‌ କର୍ଣ୍ଣ ଏକ ଅଥେନ୍‌ଟିକ୍‌ ଚାଇନିଜ୍‌ ସୁପ୍‌ ଅଟେ, ଯାହା କେବଳ ଚୀନ ଭିତରେ ସୀମିତ ହୋଇ ରହିନାହିଁ। ସାରା ବିଶ୍ବର ଲୋକେ ସ୍ବିଟ୍‌ କର୍ଣ୍ଣ ସୁପ୍‌ ପିଇବାକୁ ବହୁତ ପସନ୍ଦ କରନ୍ତି। ଏହି ରେସିପିକୁ ସାଧାରଣତଃ ସ୍ନାକ୍‌ସ କିମ୍ବା ଆପେଟାଇଜର ଭାବେ ପରଷା ଯାଏ। ଆପଣ ଏହି ସୁପ୍‌କୁ ଲଞ୍ଚ କିମ୍ବା ଡିନରରେ ମଧ୍ୟ ପରଷି ପାରିବେ। ଯଦି ଆପଣ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି, ତେବେ ଏହି ରେସିପି ଆପଣଙ୍କ ପାଇଁ ଉପଯୁକ୍ତ। ଏହି ସୁପ୍‌ କେବଳ ପୋଷକତତ୍ତ୍ବରେ ଭରପୂର ନୁହେଁ, ସ୍ବାଦିଷ୍ଟ ମଧ୍ୟ। ଯଦି ଆପଣ ନିଜ ଘରେ ଗେମ୍‌ ନାଇଟ୍‌, କିଟି ପାର୍ଟି, ଜନ୍ମଦିନ ପାର୍ଟି କିମ୍ବା ଅନ୍ୟ କୌଣସି ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି, ତେବେ ଅତିଥିଙ୍କୁ ସ୍ବାଦିଷ୍ଟ ସହିତ ସ୍ବାସ୍ଥ୍ୟକର କିଛି ଖୁଆନ୍ତୁ। ଚାଲନ୍ତୁ ଜାଣିବା ସ୍ବିଟ୍‌ କର୍ଣ୍ଣ ସୁପ୍‌ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ