ଫ୍ୟାଶନ

ଲେଗିଙ୍ଗସ୍‌ ପିନ୍ଧୁଥିଲେ କରନ୍ତୁନି ଏସବୁ ଭୁଲ୍‌
ଗୋଟିଏ ରାତିରେ ଦୁଇଟି ଅଲଗା ଅଲଗା ଲୁକ୍‌ରେ ନଜର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜର ଦମ୍‌ଦାର ଅଭିନୟ ବଳରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ବଲିଉଡ୍‌କୁ ଭେଟି ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଯେତିକି ଚର୍ଚ୍ଚା ଦୀପିକାଙ୍କ ଅଭିନୟକୁ ନେଇ ହୋଇଥାଏ, ସେତିକି ଚର୍ଚ୍ଚା ତାଙ୍କ ସୌନ୍ଦର୍ଯ୍ୟ ଓ ଲୁକ୍ସକୁ ନେଇ ମଧ୍ୟ ହୋଇଥାଏ। କଥା ଯେତେବେଳେ ଫ୍ୟାଶନ୍‌ର ଆସେ, ଦୀପିକାଙ୍କ ଏକ ଅଲଗା ପ୍ରକାରର ଫ୍ୟାଶନ୍‌ ଷ୍ଟାଇଲ୍‌ ରହିଥିବା ଜଣାଯାଏ। ଏହି ଫ୍ୟାଶନ୍‌ ଷ୍ଟାଇଲ୍‌କୁ ସେ ବର୍ଷ ବର୍ଷ ଧରି ଉତ୍ତମ ମାନର କରିବାରେ ଲାଗିଛନ୍ତି ଓ ଯୁବପିଢ଼ି ତାଙ୍କ ଫ୍ୟାଶନ୍‌କୁ ଅନୁସରଣ ମଧ୍ୟ କରିବାରେ ଲାଗିଛନ୍ତି। ଏବେ ପୁଣିଥରେ ଦୀପିକା ନିଜ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କାରଣ ଗୋଟିଏ ରାତିରେ ଦୀପିକାଙ୍କ ଦୁଇଟି ଅଲଗା ଅଲଗା ଅବତାର ଦେଖିବାକୁ ମିଳିଥିଲା।

ଏବେ ଟ୍ରେଣ୍ଡ କରୁଛି ନିଅନ ଗ୍ରୀନ୍‌, ଆପଣ ବି କରିପାରିବେ ଟ୍ରାଏ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ