ଫ୍ୟାଶନ

ବି-ଟାଉନ୍‌ ହିରୋଇନ୍‌ଙ୍କ ଲାଲ୍‌ ଶାଢ଼ି ପ୍ରେମ
ଏବେ ପ୍ରି-ୱେଡିଂ ପାଇଁ ପ୍ରଥମ ପସନ୍ଦ ୱେଷ୍ଟ କୋଟ୍‌

ଖରାଦିନ ଆସିବା ମାତ୍ରେ ବଜାରରେ ୱେଷ୍ଟ କୋଟ୍‌ ଭରପୂର ମାତ୍ରାରେ ମିଳିଥାଏ। ସମୟ ବଦଳିବା ସହିତ ୱେଷ୍ଟ କୋଟ୍‌ର ଷ୍ଟାଇଲ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ହେବାରେ ଲାଗିଛି। ପ୍ରଥମେ ନେହରୁ ଜ୍ୟାକେଟ୍‌ କିମ୍ବା ୱେଷ୍ଟ କୋଟ୍‌ କେବଳ ନେତାମାନେ ପିନ୍ଧୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଏହାର ଫ୍ୟାଶନ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ପୂର୍ବରୁ ୱେଷ୍ଟ କୋଟ୍‌ କେବଳ ଧନୀ ଲୋକ ପସନ୍ଦ କରୁଥିବାବେଳେ ଏବେ ଏହାକୁ ସବୁ ବର୍ଗର ଲୋକେ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ସମୟ ସହିତ ତାଳ ଦେଇ ଲୋକମାନେ ମଧ୍ୟ ଫ୍ୟାଶନେବଲ ହେବାରେ ଲାଗିଛନ୍ତି। ଯାହାଫଳରେ ନୂଆ ଡିଜାଇନ ଓ ପ୍ୟାଟର୍ଣ୍ଣର ୱେଷ୍ଟ କୋଟ୍‌ ପିଲାଙ୍କଠାରୁ ବୟସ୍କଙ୍କ ଯାଏ ସଭିଏଁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ୱେଷ୍ଟ କୋଟ୍‌ ସବୁଠାରୁ ଅଧିକ ଚାହିଦାରେ ରହିଛି।

ଗରମ ଦିନେ ବୋଲ୍ଡ ପ୍ରିଣ୍ଟ ପିନ୍ଧି ପାଆନ୍ତୁ ସ୍ମାର୍ଟ ଲୁକ୍‌


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ