Pratinidhi Odia

ଆଁ କରି ଅନେଇଥାନ୍ତି


ଶେଷରେ ସାବାଳକ ଜଣକ ସମ୍ଭାଳି ନ ପାରି ଗୋଲାପଟିଏ ଦେଇ ମହିଳାଙ୍କୁ ‘ଆଇ ଲଭ୍ ୟୁ’ କହି ପକେଇଲେ। ମହିଳା ବି ରାଗି ନ ଯାଇ ତୁରନ୍ତ ପ୍ରତିକ୍ରିୟା ଦେଇ କହିଲେ, ତୁମେ ମତେ ଭଲ ପାଉଛ ବୋଲି ଜାଣି ଖୁସି ହେଲି। କିନ୍ତୁ ତୁମେ ଆଉ କିଛି ଭାବିବା ଆଗରୁ ମୁଁ ମୋ ବିଷୟରେ ଟିକେ ଜଣେଇ ଦେଉଛି।

ମୁଁ ବିବାହିତ ଓ ମୋର ସ୍ବାମୀ ଅଛନ୍ତି, ମୋର ବି ଜଣେ ବୟଫ୍ରେଣ୍ଡ ଅଛି, ମୋର ପୂର୍ବତନ ବୟଫ୍ରେଣ୍ଡ ମୋ ପଡ଼ିଶାରେ ରହୁଛି। ଗତକାଲି ଅଫିସ୍‌ରେ ବସ୍ ମୋତେ ପ୍ରପୋଜ୍ କରିଛନ୍ତି, ଆଉ ମୁଁ ବି ତାଙ୍କୁ ମନା କରିପାରିଲିନି। ସେମିତି ସ୍କୁଲ ବେଳର କ୍ଲୋଜ୍ ଫ୍ରେଣ୍ଡ ସହିତ ଏବେ ମୋର ସିରିୟସ ମ୍ୟାଟର ଚାଲିଛି।

ତେଣୁ ଆଉ ସମୟ ନାହିଁ ତୁମ କଥା ଚିନ୍ତା କରିବାକୁ କି ମୁଁ ଆଉ ତୁମକୁ ଆଡଜଷ୍ଟ କରିବା ଅବସ୍ଥାରେ ନାହିଁ। ସାବାଳକ ଜଣକ ଆଁ କରି ଅନେଇଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?