ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଡୁଙ୍କୁ କୋରୋନା


ଇଟାନଗର: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ନିଜେ ଟ୍ବିଟ କରି ସୂଚନା ଦେବା ସହ ସେ ଦିଲ୍ଲୀରେ ହୋମ ଆଇସୋଲେସନରେ ଥିବା କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ଆରଟିପିସିଆର ଟେଷ୍ଟ କରିଥିଲେ। ଆଉ ରିପୋର୍ଟ ପଜିଟିଭ ଆସିବାରୁ ସେ ଆଇସୋଲେସନରେ ରହିଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଭଲ ରହିଛି, ସେପରି ବେଶି କିଚି ଲକ୍ଷଣ ନାହିଁ ବୋଲି ଜଣାଇଛନ୍ତି। ଆଉ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ