ଆଫଗାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ବାତିଲ


ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀ ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାନ୍ତି ବୋଲି ଜଣାପଡ଼ିଛି। ଗନୀଙ୍କ ସହ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଶେଷ ସମୟରେ ଏଥିରେ ପରିବର୍ତ୍ତନ କରାଯାଇ ଏହି ଗସ୍ତ ବାତିଲ କରାଯାଇଛି। ତେବେ ବାତିଲ ହେବାର କୌଣସି ଠୋସ୍‌ କାରଣ ଏଯାବତ୍‌ ଜଣାପଡ଼ି ନ ଥିବା ବେଳେ କେତେକ ଗଣମାଧ୍ୟମ ସୂଚନା ଦେଇଛନ୍ତି ଯେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏହି ଗସ୍ତକୁ ବାତିଲ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ