ଯାଆଁଳା ଛୁଆଙ୍କ ବାପା ଅଲଗା


୨୦୦୯ ମସିହାରେ ଆମେରିକାର ଟେକ୍ସାସ୍ ରାଜ୍ୟରେ ମାଇଆ ୱାଶିଂଟନ୍ ନାମକ ୨୦ ବର୍ଷ ବୟସ୍କା ଜଣେ କୃଷ୍ଣକାୟ ମହିଳା ଯାଆଁଳା ପୁତ୍ର ସନ୍ତାନ ଜନ୍ମ ଦେଲେ। ଏହି ଦୁଇଟି ଛୁଆଙ୍କର ଚେହେରା ଏବଂ ହାବଭାବରେ ବହୁତ ଫରକ ଥିଲା। ମାଇଆଙ୍କ ସ୍ବାମୀ ହାରିସନଙ୍କର ସନ୍ଦେହ ଆସିଲା। କିଛି ମାସ ପରେ ଦୁଇଶିଶୁଙ୍କ ଡିଏନଏ ପରୀକ୍ଷାରୁ ଜଣାପଡିଲା ଯେ ଏଥିରୁ ଜଣେ ଶିଶୁ ହାରିସନଙ୍କ ସନ୍ତାନ ନୁହନ୍ତି। ମାଇଆ ଓ୍ୱାଶିଂଟନ୍ ମଧ୍ୟ ସ୍ବୀକାର କଲେ ପାଞ୍ଚ ଦିନ ବ୍ୟବଧାନରେ ସେ ଆଉ ଜଣଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ୧୦୦ କୋଟିରେ ଗୋଟିଏ ଏହିଭଳି ଘଟଣା ଘଟିଥାଏ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ