ଭାରତକୁ ଜମାକାରୀଙ୍କ ତାଲିକା ଦେବ ସ୍ଵିସ୍ ବ୍ୟାଙ୍କ


ସ୍ବିସ୍ ବ୍ୟାଙ୍କରେ କେଉଁ ଭାରତୀୟଙ୍କ ବ୍ୟାଙ୍କ ଖାତା ରହିଛି, ଏହା ଉପରୁ ଖୁବ୍‌ଶୀଘ୍ର  ପରଦା ଉଠିବାକୁ ଯାଉଛି। ସ୍ବିସ୍ ବ୍ୟାଙ୍କରେ ଜମା ଭାରତୀୟଙ୍କ ଟଙ୍କାର ସୂଚନା ଏବେ ଆଉ ଗୋପନୀୟ ହୋଇ ରହିବ ନାହିଁ। ଏହି ଗୋପନୀୟତା ସମୟ ସମାପ୍ତ ହେବାକୁ ଯାଉଥିବା କୁହାଯାଇଛି। ଭାରତୀୟଙ୍କ ସ୍ଵିସ୍ ବ୍ୟାଙ୍କର ସୂଚନା ଭାରତର ଆୟ କର ବିଭାଗ ପାଖକୁ ରବିବାର ଚାଲି ଆସିବ ବୋଲି ସୂଚନା ମିଳିଛି। ଭାରତ ଓ ସ୍ବିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନା ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ସହିତ ଭାରତୀୟଙ୍କ ସ୍ବିସ ବ୍ୟାଙ୍କ ଖାତା ଉପରେ ଥିବା ରହସ୍ୟର ପରଦା ଉଠିଯିବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ