ରୋବୋ ଫାର୍ମ


୨୦୧୭ରୁ ଜାପାନର ଗୋଟିଏ ଫାର୍ମ ସମ୍ପୂର୍ଣ୍ଣ ଭାବେ ରୋବୋଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରଥମ ବର୍ଷ ମଣିଷଙ୍କ ଦ୍ୱାରା ବିହନ ରୋପଣ ପରେ ରୋବୋମାନେ ଆଉସବୁ କଥା ସମାପନ କରୁଛନ୍ତି। ୪୪୦୦ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଫାର୍ମର କ୍ଷେତରେ ବନ୍ଧାକୋବି ଜାତୀୟ ପରିବା ଅମଳ ହେଉଛି। ବିନା କୀଟନାଶକରେ ଉତ୍ପାଦିତ ଏହି ପରିବା ଜନସାଧାରଣରେ ଖୁବ୍ ଆଦୃତ ହେବ ବୋଲି ଆଶା କରାଯାଉଛି। ଚଟାଣରୁ ଛାତ ପର୍ଯ୍ୟନ୍ତ ଥାକ ଥାକ ରଖି ପରିବା ଚାଷ କରାଯିବାର ମଧ୍ୟ ଯୋଜନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ