ବଦଳାଇବାର ଚିନ୍ତା


ଦୁଇବନ୍ଧୁଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଏମିତି କଥା ଚାଲୁ ଚାଲୁ ଅବିବାହିତ ବନ୍ଧୁଜଣକ କହିଲେ, ସାଙ୍ଗ ଆମ ଯୁବସମାଜ ବଦଳିଲେ, ଦେଶ ବଦଳିବ। ଆଉ ଦେଶ ବଦଳିଲେ, ବିକାଶ ସମ୍ଭବ ହୋଇପାରିବ। ଦେଶର ବିକାଶ ନିହାତି ଜରୁରୀ...

ଏତିକି କହୁ କହୁ ବିବାହିତ ବନ୍ଧୁ ଜଣକ କହିଲେ, ଆରେ ଭାଇ! ଯାହା ବଦଳାଇବୁ ଅବିବାହିତ ଅବସ୍ଥାରେ କରି ଯା। ଯଦି ବାହା ହୋଇଗଲୁ ଦେଶ ବଦଳାଇବା କଥା କ’ଣ ଚିନ୍ତା କରୁଛୁ... ଟିଭି ଚାନେଲ ବି ବଦଳାଇ ପାରିବୁ ନାହିଁ। ତୋ ଠାରୁ ସେ କ୍ଷମତା ବି ଛଡ଼ାଇ ନିଆଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ