ରଙ୍ଗିଲା ବୁଢ଼ା


ବୃଦ୍ଧଜଣକ ଘରପାଖ ସେଲୁନକୁ ଯାଇ ଚେୟାରରେ ବସିପଡ଼ିଲେ। ବୃଦ୍ଧଙ୍କ ମୁଣ୍ଡରେ ହାତଗଣତିରେ ମାତ୍ର ୮ଟି ଚୁଟିଥିବା ଦେଖି ସେଲୁନବାଲା ରାଗ ତମତମ ହୋଇ କହିଲା, ହଇଓ! ମୁଣ୍ଡରେ ଜମା ଆଠଟା ଚୁଟି ଅଛି। ୟାକୁ କାଟିବି ନା ଗଣିବି?

ବୃଦ୍ଧଜଣକ ହସିକି କହିଲେ, ଜୀବନରେ ଯାହା ଅଛି ଆଉ ଯେତିକି ଅଛି ତାକୁ ଖୁସିରେ ଉପଭୋଗ କରିବାର ଅଛି। ଏଣୁ ସେଇ ଆଠଟି ଚୁଟିକୁ ରଙ୍ଗ କରିଦିଅ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ