ସ୍ତ୍ରୀ ବନ୍ଦନା


ରାତି ୧୨ଟାରେ ପତିଙ୍କ ଫୋନ୍‌ ଆସିଲା। ମୋ ଜୀବନକୁ ଏତେ ସୁନ୍ଦର ଓ ସୁଖମୟ କରିଥିବାରୁ ତୁମକୁ ବହୁତ ଧନ୍ୟବାଦ। ମୁଁ ଆଜି ଯାହା ବି ହୋଇଛି, ସବୁ ତୁମରି ଯୋଗୁଁ। ତୁମେ ମୋ ଜୀବନରେ ଭଗବାନ ହୋଇ ଆସିଛ। ତୁମେ ମୋତେ ବଞ୍ଚିବାର ମାନେ ଶିଖାଇଛ। ଆଇ ଲଭ୍‌ ୟୁ ଡାର୍ଲିଂ ବୋଲି ପତି ଫୋନ୍‌ରେ କହିଲେ।

ଏତିକି କହୁ କହୁ ପତ୍ନୀ କହିଲେ, ଆଚ୍ଛା ଆଜି କ’ଣ ଦି ପେଗ୍‌ ଅଧିକ ନେଇଯାଇଛ କି? ସେପଟୁ ଫୋନ୍‌ କଟିଗଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ