୪୮ ଦିନରେ ହୋଇପାରିବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି!


ଧନୀ ହେବା ପାଇଁ କିଏ ବା ନ ଚାହେଁ? କିନ୍ତୁ ଧନୀ ହେବାର ଅସଲ ରହସ୍ୟଟି ଅନେକଙ୍କୁ ଜଣା ନ ଥାଏ। ଆପଣ ଚାହିଁଲେ ଅତି ସହଜ ଉପାୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇ ପାରିବେ। ଧରନ୍ତୁ ଆପଣଙ୍କ ପାଖରେ ଗୋଟିଏ ଡଲାର ଅଛି। ପ୍ରତିଦିନ ତାହାକୁ ଦୁଇ ଗୁଣ କରନ୍ତୁ। ୪୮ ଦିନ ରେ ଆପଣଙ୍କ ପାଖରେ ସମୁଦାୟ ହେବ ଦୁଇ ଶହ ଲକ୍ଷ କୋଟି ଡଲାର। ସରଳ ଭାଷାରେ କହିଲେ ୨୦୦ ଟ୍ରିଲିୟନ ଡଲାର। ବର୍ତ୍ତମାନର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ପୁଞ୍ଜି ୧୩୦.୫ ବିଲିୟନ ଡଲାର। ଭାବନ୍ତୁ ଆପଣ କେଡ଼େ ବଡ଼ ଧନୀ। ସେତିକି ଅର୍ଥରେ ଆପଣ ସାରା ସଂସାରକୁ କିଣିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ