ସୀମାନ୍ତ ଅଶାନ୍ତ: ପ୍ରତିଶୋଧ ପରାୟଣ ପାକିସ୍ତାନ ସେନାଙ୍କ ଘନ ଘନ ଗୁଳି ବର୍ଷଣ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଏକଘରିକିଆ ହୋଇଯାଇଛି। ବିଭିନ୍ନ ଦେଶରୁ ସମାଲୋଚିତ ହେବା ପରେ ସୀମାନ୍ତ ଗାଁଗୁଡ଼ିକରେ ପାକ୍‌ ସେନା ବର୍ଷୁଛି ଗୁଳି। ତେଣେ ସନ୍ଧ୍ୟା ହେବା ମାତ୍ରେ ଆତଙ୍କବାଦୀମାନଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସୀମାକୁ ଲାଗିରହିଥିବା ସମସ୍ତ ରାଜ୍ୟରେ ହାଇଆଲର୍ଟ ସହ ଦେଶର ପ୍ରମୁଖ ସହର ଗୁଡ଼ିକରେ ୩୦ ଦିନିଆ ସତର୍କ ସୂଚନା ଜାରି ହୋଇଛି। ଜନବସତି ଉପରେ ପାକ୍‌ ସେନାଙ୍କ ଗୁଳିବର୍ଷଣର ମୁକାବିଲା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ