ଜୁନ ୩୦ ଯାଏ ବଢିଲା ଆଧାର-ପ୍ୟାନ୍ ଲିଙ୍କ୍ ଅବଧି


ପ୍ରତୀକାତ୍ମକ ଫଟୋ
ଜୁନ ୩୦ ଯାଏ ବଢିଲା ଆଧାର-ପ୍ୟାନ ଲିଙ୍କ ଅବଧି। କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦୀ ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି। ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଯେଉଁମାନେ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଆଧାର-ପାନ ଲିଙ୍କ କରି ନ ଥିଲେ, ସେମାନେ ଆଉ ୩ ମାସ ସମୟ ରିହାତି ପାଇଛନ୍ତି। ଏ ସମୟ ଭିତରେ ସେମାନେ ଉଭୟ କାର୍ଡ ଲିଙ୍କ କରିବା ପାଇଁ ଆହ୍ୱାନ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ