କକ୍‌ଟେଲ ପାର୍ଟିରେ ଆପର୍ଷଣୀୟ ଦେଖାଯିବା ଲାଗି ଆପଣାନ୍ତୁ ଏହି ଟିପ୍ସ


ପ୍ରତୀକାତ୍ମକ ଫଟୋ
ସାଙ୍ଗଙ୍କ କକ୍‌ଟେଲ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି କି? ତେବେ ଏହି ପାର୍ଟିରେ ଆକର୍ଷଣୀୟ ଦେଖାଯିବାକୁ ଚାହୁଥିଲେ ହାଲୁକା ରଙ୍ଗର ଶାର୍ଟ ପିନ୍ଧିବା ସହ ପ୍ରିମିୟମ ଲେଦରର କ୍ଲାସିକ୍‌ ଜୋତା ପିନ୍ଧିବା ପାଇଁ ଜମାରୁ ଭୁଲନ୍ତୁ ନାହିଁ। ଚାଲନ୍ତୁ ଜାଣିବା ଏମିତି କିଛି ଟିପ୍ସ ସମ୍ପର୍କରେ ଯାହା ଆପଣଙ୍କୁ କକ୍‌ଟେଲ ପାର୍ଟିରେ ସବୁଠାରୁ ଆକର୍ଷକ ଲୁକ୍‌ ଦେବ।

  • କକ୍‌ଟେଲ ପାର୍ଟିରେ ଯୋଗ ଦେବାକୁ ଯାଉଥିଲେ କ୍ଲାସିକ୍‌ ଲୁକ୍‌ର ହ୍ବାଇଟ୍‌, ଲାଇଟ୍‌ ବ୍ଲୁ ଏବଂ ଲାଇଟ୍‌ ପିଙ୍କ୍‌ ରଙ୍ଗର ଫିଟିଂ ଶାର୍ଟ ସବୁଠାରୁ ଉପଯୁକ୍ତ ବିକଳ୍ପ। ଲାଇଟ୍‌ ରଙ୍ଗର ଶାର୍ଟ ସହିତ ବ୍ଲାକ୍‌, ଡେନିମ୍‌ ବ୍ଲୁ ଏବଂ ଲାଲ ରଙ୍ଗର ଚେକ୍‌ କିମ୍ବା ଷ୍ଟ୍ରିପ୍‌ଡ ଜ୍ୟାକେଟ୍‌ ପିନ୍ଧି ପାରିବେ।
  • ଗାଢ଼ ନୀଳ ଏବଂ ଧୂସର ରଙ୍ଗର ମ୍ୟାଟ୍‌ ଶାର୍ଟ ଏବେ ଚାହିଦାରେ ରହିଛି। ସନ୍ଧ୍ୟା ସମୟରେ ଏହି ମ୍ୟାଟ୍‌ ଶାର୍ଟରେ ଆପଣ ଅଧିକ ଆକର୍ଷକ ଦେଖାଯିବେ।
  • ସାଇନିଂ ବ୍ଲାକ୍‌, ୱାଇନ୍‌ ଏବଂ ଡେନିମ୍‌ ବ୍ଲୁ ରଙ୍ଗର ଶାର୍ଟ ସହିତ କ୍ଲାସିକ୍‌ ଲେଦର ଜୋତା ଭଲ ଲାଗିବ। ଏହାକୁ ଅପାଣ ହାଫ୍‌ ଫର୍ମାଲ ବ୍ଲେଜର୍ସ ଏବଂ ଟ୍ରାଉଜର ସହିତ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ