ଗୋଲ୍ଡେନ ଆପଲ ବା ଉଡ୍ ଆପଲ ଭାବେ ପରିଚିତ ବେଲ ଭାରତୀୟ ବୃକ୍ଷ। ହିନ୍ଦୁମାନେ ଏହାକୁ ଧାର୍ମିକ ମହତ୍ତ୍ବ ଦେଇଥାନ୍ତି। ଖ୍ରୀ.ପୂ.୨୦୦୦ରୁ ବେଲର ସ୍ବାଦିଷ୍ଟ ସରବତର ପ୍ରଚଳନ ରହିଛି। ବେଲର ପତ୍ର, ଫଳ, ଚେରରେ ଔଷଧୀୟ ଗୁଣ ଭରପୂର ରହିଥାଏ। ଏହାର ଫଳ ନିମ୍ନୋକ୍ତ ରୋଗ ପାଇଁ ଫଳପ୍ରଦ।
ଅମୃତଭଣ୍ଡାର ଉପାଦେୟତା ସମସ୍ତଙ୍କୁ ଜଣା। କିନ୍ତୁ ଖୁବ୍ କମ୍ ଲୋକ ଏହି ପତ୍ରର ଉପାଦେୟତା ବିଷୟରେ ଜାଣନ୍ତି। ଏହାର ପତ୍ର ରସରେ ଆଶ୍ଚର୍ଯ୍ୟଜନକ ଶକ୍ତି ଥିବା ଜଣାଯାଇଛି। ପତ୍ର ରସ ପାନକାରୀମାନେ ଅନେକ ରୋଗରୁ ନିଜକୁ ରକ୍ଷା କରିପାରିଥାନ୍ତି।
ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଆଗରେ କଟୁଛି। ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଯାହାଫଳରେ ବହୁତ କମ୍ ବୟସରେ ଯୁବପିଢ଼ି ଚଷମା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଆଖିକୁ ଆରାମ ଦେବା ପାଇଁ କେବଳ ନିଦ ଯଥେଷ୍ଟ ନୁହେଁ। ଯଦି ଆପଣଙ୍କ ଆଖିରେ ଚଷମା ନ ଲାଗିବାକୁ କିମ୍ବା ଖୁବ୍ଶୀଘ୍ର ଚଷମା ଛାଡ଼ିବାକୁ ଚାହୁଛନ୍ତି, ତେବେ ଆଖିକୁ ସୁସ୍ଥ ରଖିବା ପାଇଁ କରନ୍ତୁ କିଛି ଯୋଗାସନ। ଚାଲନ୍ତୁ ଜାଣିବା କେଉଁ ଆସନ କଲେ ଆପଣଙ୍କ ଆଖିରେ ଚଷମା ଲାଗିବ ନାହିଁ।
ମନ ଓ ଶରୀର ମଧ୍ୟରେ ଚାଲିଥିବା ପରିବର୍ତ୍ତନର ପ୍ରଭାବ କେବେ କେବେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ । ‘ଲୋ ବ୍ଲଡ୍ପ୍ରେସର’ ବା ନିମ୍ନ ରକ୍ତଚାପ ମଧ୍ୟ ଏହି କାରଣରୁ ହୋଇଥାଏ । ଖାଦ୍ୟ ପାନୀୟ ଓ ଲାଇଫ୍ ଷ୍ଟାଇଲ୍
ଅନେକ ସମୟରେ ଗର୍ଭବତୀ ମହିଳା ବ୍ୟାୟାମ କରିପାରିବେ କି ନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୁଏ । ମାତ୍ର ଶୁଣାକଥା ପ୍ରତି ଧ୍ୟାନ ନ ଦେଇ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟାୟାମ କରିବା ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ।
ଅଧିକ ଦେଖନ୍ତୁ