ଉତ୍ତମ ସ୍ବାସ୍ଥ୍ୟ

ଆପଣଙ୍କ ଶାରୀରିକ ଗଠନ କହିଦେବ ସ୍ବାସ୍ଥ୍ୟର ରହସ୍ୟ
ଲକ୍ଷଣରୁ ଜାଣନ୍ତୁ ଆପେଣ୍ଡିସାଇଟିସ୍‌

ଏଣୁ ତେଣୁ ଗୁଡ଼ାଏ ଖାଇବା ଦ୍ବାରା ପେଟରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବାନ୍ତି ହେବା, ପେଟ ଭିତରେ ଗୋଳାଇ ଘାଣ୍ଟି ହେବା, ପେଟ ଦରଜ ହେବା, ଅମ୍ଳ ଭଳି ସମସ୍ୟାକୁ ସାଧାରଣତଃ ସମସ୍ତେ ଅଣଦେଖା କରନ୍ତି। ମାତ୍ର ଯଦି ସବୁବେଳେ ପେଟ ଏବଂ ଅଣ୍ଟାରେ ଦରଜ ରହୁଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପେଣ୍ଡିକ୍ସ ପ୍ରଦାହ ପାଇଁ ହୋଇଥିବା ଆପେଣ୍ଡିସାଇଟିସ୍‌ ଯନ୍ତ୍ରଣା ମଧ୍ୟ ହୋଇପାରେ। ଆପେଣ୍ଡିକ୍ସ ଅନ୍ତନଳୀର ଏକ ଅଂଶ। ପେଟରେ ଛୋଟ ଏବଂ ବଡ଼ ଅନ୍ତନଳୀ ମଝିରେ ଏହା ଥାଏ। ଦୀର୍ଘ ଦିନ ଧରି କୋଷ୍ଠକାଠିନ୍ୟ, ଅମ୍ଳ ଏବଂ ପେଟରେ ସଂକ୍ରମଣ ପାଇଁ ଅନ୍ତନଳୀ ଫୁଲିଯାଇଥାଏ। ଯାହା ଆପେଣ୍ଡିସାଇଟିସ୍‌ର କାରଣ ପାଲଟିଥାଏ। ଅପରେସନ ମାଧ୍ୟମରେ ଏହାକୁ ଠିକ୍‌ କରାଯାଏ। ତେବେ ଆପେଣ୍ଡିସାଇଟିସ୍‌ର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ, ଯାହାଫଳରେ ଠିକ୍‌ ସମୟରେ ଏହାର ଉପଚାର କରାଯାଇପାରିବ।

କିଡ୍‌ନୀ ଷ୍ଟୋନ୍‌ରୁ ବଞ୍ଚାଏ ଲିକ୍ବିଡ୍‌ ଡାଏଟ୍‌


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ