ନାରୀ

ଜାଣନ୍ତୁ ଗର୍ଭଧାରଣ ସମୟରେ ମସଲାଯୁକ୍ତ ଖାଦ୍ୟ ଖାଇବେ କି

ସମସ୍ତଙ୍କୁ ଜଣାଅଛି ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ପୋଷକତତ୍ତ୍ବରେ ଭରପୂର ଖାଦ୍ୟ ଗ୍ରହଣ କରିବା ଉଚିତ। ଏହା ଉଭୟ ମା’ ଓ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ। ଆପଣ ଗର୍ଭବତୀ ଥିବା ସମୟରେ ମହିଳାଙ୍କର ଫୁଡ୍‌ କ୍ରେଭିଂ ସମ୍ପର୍କରେ ନିଶ୍ଚିତ ଭାବେ ଶୁଣିଥିବେ। ଅଧିକାଂଶ ମହିଳା ଗର୍ଭବତୀ ଥିବା ସମୟରେ ଯାହା ଇଚ୍ଛା ହୋଇଥାଏ, ତାହା ହିଁ ଖାଇଥାନ୍ତି। ମାତ୍ର ଡାକ୍ତର ସନ୍ତୁଳିତ ଆହାର ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏପରିସ୍ଥଳେ ଗର୍ଭବତୀ ମହିଳା ନିଜ ଡାଏଟ୍‌କୁ ନେଇ ଚିନ୍ତାରେ ରହିଥାନ୍ତି। କାରଣ ସେମାନଙ୍କୁ ମସଲାଯୁକ୍ତ ଚଟପଟା ଖାଦ୍ୟ ଖଶିବାକୁ ଇଚ୍ଛା ହୋଇଥାଏ। ଗର୍ଭବତୀ ଥିବା ସମୟରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ କି ନୁହେଁ? ଏହା ଶିଶୁର ସ୍ବାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପକାଏ, ଚାଲନ୍ତୁ ଜାଣିବା।

ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ତୃପ୍ତିଙ୍କ ସଂଘର୍ଷ
ମାନ କୌରଙ୍କ ଆଗରେ ହାର୍‌ ମାନିଛି ବୟସ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ