ଶୀତଦିନେ ପକୁଡ଼ି ଖାଇବାର ମଜା ନିଆରା। ସେହିପରି ଶୀତଦିନେ ଅଧିକ ପନିପରିବା ସେବନ କରାଯାଇଥାଏ। ପକୁଡ଼ି କଥା ଆସିଲେ ମେଥି ପିଆଜ ପକୁଡ଼ି ନାମ ଆସିବା ସାଧାରଣ କଥା। ଚାଲନ୍ତୁ ଜାଣିବା ମେଥି ପିଆଜ ପକୁଡ଼ି ରେସିପି ସମ୍ପର୍କରେ। ଏହା ସ୍ବାଦିଷ୍ଟ ହେବା ସହିତ ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ମେଥି ପିଆଜ ପକୁଡ଼ିର ପ୍ରସ୍ତୁତି ପ୍ରଣାଳୀ ସର୍ମ୍ପର୍କରେ।
ସୁଆଦିଆ ଖାଦ୍ୟ ଖାଇବାକୁ ଇଚ୍ଛା, କିନ୍ତୁ ସ୍ବାସ୍ଥ୍ୟ କଥା ଚିନ୍ତା କରି ପଛକୁ ଘୁଞ୍ଚୁଛନ୍ତି। ଏପରିସ୍ଥଳେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜଣାଉଛୁ ଯାହା ଉଭୟ ସ୍ବାଦିଷ୍ଟ ସହ ସ୍ବାସ୍ଥକର। ଏହି ରେସିପି ଥରେ ଟ୍ରାଏ କଲେ ସବୁବେଳେ ବ୍ରେକ୍ଫାଷ୍ଟରେ ଖାଇବାକୁ ଇଚ୍ଛା କରିବେ। ଓଟ୍ସ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ମାତ୍ର ଏହାର ସ୍ବାଦ ଭଲ ନୁହେଁ। ତେଣୁ ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଇଚ୍ଛା କରୁଥିବା ଲୋକେ ଓଟ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଥରେ ଘରେ ଟ୍ରାଏ କରନ୍ତୁ ଓଟ୍ଓ ଆମଲେଟ୍। ଏହା ଆପଣଙ୍କୁ ସ୍ବାଦ ସହିତ ପୋଷଣ ଉଭୟ ଦେଇଥାଏ।
ସାଧାରଣତଃ ଲୋକେ ବଳକା ଭାତକୁ ଫିଙ୍ଗି ଦେଇଥାନ୍ତି। ଏପରିସ୍ଥଳେ ଆପଣ ଚାହିଲେ ଏହି ଭାତକୁ ନ ଫିଙ୍ଗି ଏଥିରେ ସ୍ବାଦିଷ୍ଟ ଡିଶ ତିଆରି କରିପାରିବେ। ଏଠାରେ ବଳାକା ଭାତରେ ମସଲା ରାଇସ ତିଆରି କରିପାରିବେ। ଏହାକୁ ଆପଣ ଘରେ ସହଜରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ପିଲା ହୁଅନ୍ତୁ ବା ବଡ଼ ସମସ୍ତେ ଛୁଟିକୁ ଅପେକ୍ଷା କରି ରହିଥାନ୍ତି। ଏହି ଦିନ ପୂରା ସପ୍ତାହର ଥକାପଣ ମେଣ୍ଟାଇବା ସହିତ ସ୍ବତନ୍ତ୍ର ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇଥାଏ। ଏଠାରେ ଷ୍ଟଫଡ ଇଡଲି ରେସିପି ଦିଆଯାଇଛି। ଏହି ଇଡଲି ତିଆରି କରିବାକୁ ବହୁତ ସହଜ ହୋଇଥାଏ। ସ୍ବାଦ ମାମଲାରେ ଏହା ଦୁଇଗୁଣା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଅଧିକାଂଶ ଲୋକ ରାଇତା ଖାଇବାକୁ ପସନ୍ଦ କରନ୍ତି। ଆପଣ ମଧ୍ୟ ଭିନ୍ନ ଭିନ୍ନ ରାଇତାର ମଜା ନେଇଥିବେ। ଚାଲନ୍ତୁ ଜାଣିବା ସ୍ମୋକଡ ଆଲମଣ୍ଡ ରାଇତା କିପରି ତିଆରି କରିବେ। ଏହି ରାଇତା ଆପଣଙ୍କୁ ଖୁବ ପସନ୍ଦ ଆସିବ।
ଢୋକଲା ଗୁଜରାଟର ଲୋକପ୍ରିୟ ଡିଶ ମଧ୍ୟରେ ଅନ୍ୟତମ। ଏହାକୁ ସାଧାରଣତଃ ବେସନରେ ତିଆରି କରାଯାଇଥାଏ। ଯଦି ଆପଣ ଅଲଗା ଷ୍ଟାଇଲରେ ଏହାକୁ ତିଆରି କରିବାକୁ ଚାହୁଛନ୍ତି, ଏଥିରେ ଆପଣ ପାଳଙ୍ଗ ମିଶାଇ ପାରିବେ। ପୁଷ୍ଟିକର ଓ ଔଷଧୀୟ ଗୁଣରେ ଭରପୂର ପାଳଙ୍ଗ ଢୋକଲା ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଆପଣଙ୍କୁ ସିଜନାଲ ରୋଗରୁ ମଧ୍ୟ ରକ୍ଷା କରିବ। ଚାଲନ୍ତୁ ଜାଣିବା ପାଳଙ୍ଗ ଢୋକଲା ତିଆରି କରିବାର ପ୍ରଣାଳୀ।
ବିନା କେକରେ ଖ୍ରୀଷ୍ଟମାସ ସେଲିବ୍ରେସନ ଅଧୁରା। ଏହି ଖାସ ଦିନରେ ଅଧିକାଂଶ ଲୋକ କେକ ତିଆରି କରିଥାନ୍ତି। ଏଠାରେ ବିନା ଓଭନରେ ସ୍ବାଦିଷ୍ଟ ଖ୍ରୀଷ୍ଟମାସ କେକ ତିଆରି କରିବା ସୂଚନା ଦିଆଯାଇଛି।
ଡିସେମ୍ବର ମାସରେ ଦିଲ୍ଲୀରେ ସବୁଠାରୁ ଅଧିକ ଥଣ୍ଡା ପଡ଼ିଥାଏ। ଶୀତଦିନେ ଓ ବର୍ଷର ଶେଷରେ ହେବାକୁ ଥିବା ଫେଷ୍ଟିଭାଲରେ ଦିଲ୍ଲୀବାସୀଙ୍କ ପାଇଁ ଡିସେମ୍ବର ମାସ ଖାସ କରିଥାଏ। ଏହି ମାସରେ ଦିଲ୍ଲୀରେ ଖାଇବା ଲାଗି କେତେକ ସ୍ବାଦିଷ୍ଟ ଡିଶ ଉପଲବ୍ଧ ରହିଛି। ଚାଲନ୍ତୁ ଜାଣିବା ଏସବୁ ଡିଶ ସମ୍ପର୍କରେ।
ଅମୃତସରୀ ଚିକେନ ମସଲା ପଞ୍ଜାବର ଲୋକପ୍ରିୟ ଡିଶ। ଏହାର ସ୍ବାଦକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭାରତୀୟ ରେସ୍ତୋରାଁର ମେନ୍ୟୁରେ ଏହାକୁ ନିହାତି ସାମିଲ କରାଯାଇଥାଏ। ପଞ୍ଜାବୀ ଗ୍ରେଭିରେ ତିଆରି ଚିକେନର ସ୍ବାଦ ଚାଖିବାକୁ ଚାହୁଥିଲେ ଏହି ରେସିପି ନିହାତି ଟ୍ରାଏ କରନ୍ତୁ।
ମାଛ ଖାଇବାକୁ ସଉକ ଥିଲେ, ଏଥର ବଙ୍ଗଳା ଷ୍ଟାଇଲ ମାଛ ତରକାରି ତିଆରି କରିପାରିବେ। ଏହି ତରକାରି ଖୁବ ଲୋକପ୍ରିୟ। ମାଛରେ ଭରପୂର ମାତ୍ରାରେ ଆଇରନ ରହିଛି। ଏହା ରକ୍ତାଭାବ ଦୂର କରିବାରେ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା ବଙ୍ଗଳା ଷ୍ଟାଇଲ ମାଛ ତରକାରିର ରେସିପି।
ନନଭେଜ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏଠାରେ ମେଥି ଚିକେନର ରେସିପି ଦିଆଯାଇଛି। ଚିକେନ ଖାଇବାକୁ ପସନ୍ଦ କରୁଥିବା ଲୋକେ ଏଥିରେ ଅନେକ ପ୍ରକାରର ଡିଶ ତିଆରି କରି ଖାଇଥାନ୍ତି। କିନ୍ତୁ ଏଠାରେ ଯେଉଁ ରେସିପି ଦିଆଯାଇଛି, ତାହା ତିଆରି କରିବା ବହୁତ ସହଜ ହେବା ସହିତ ସ୍ବାଦିଷ୍ଟ ମଧ୍ୟ। ଏହି ରେସିପିରେ ଚିକେନକୁ ମେଥି ପତ୍ର ଓ ବାସ୍ନାଯୁକ୍ତ ମସଲା ସହିତ ରନ୍ଧା ଯାଇଥାଏ। ଶୀତଦିନ ରାତ୍ରିଭୋଜନ ପାଇଁ ଟେଷ୍ଟି ମେଥି ଚିକେନ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହି ରେସିପି।
ନନଭେଜ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କର ମଟନ ଶିଖ କବାବ ବହୁତ ପସନ୍ଦ ଆସିବ। ମଟନ ଶିଖ କବାବକୁ ସ୍ନାକସ ଭାବେ ବହୁତ ପସନ୍ଦ କରାଯାଇଥାଏ। ଫ୍ଲେବରରେ ଭରପୂର ଏହି ସ୍ନାକସ ଘରେ ତିଆରି କରିବା ସହିତ ପାର୍ଟିରେ ଷ୍ଟାର୍ଟର ଭାବେ ମଧ୍ୟ ପରଷି ପାରିବେ। ହୋମମେଡ ମଟନ ଶିଖ କବାବ ଖାଇବାକୁ ବହୁତ ସ୍ବାଦିଷ୍ଟ ହୋଇଥାଏ। ଏହାକୁ ବିଶେଷକରି ରୁମାଲି ରୁଟି ସହିତ ଖାଇପାରିବେ। ଏହାବ୍ୟତୀତ ଧନିଆ ଓ ପୁଦିନା ଚଟଣୀ ସହିତ ମଧ୍ୟ ଏହାର ମଜା ନେଇପାରିବେ।
ଶୀତଦିନେ ସୁପ ସେବନ କରିବାର ମଜା କିଛି ଅଲଗା। ଗରମ ଗରମ ସୁପ ସହିତ ଶରୀର ତାଜା ହୋଇଯାଇଥାଏ। ତେଣୁ ଶୀତଦିନ ପାଇଁ ଏଠାରେ ୱାଲନଟ ମଶରୁମ ସୁପର ରେସିପି ଦିଆଯାଇଛି। ଏହାକୁ ଘରେ ତିଆରି କରି ଶୀତୁଆ ସନ୍ଧ୍ୟାର ମଜା ନିଅନ୍ତୁ।
କଢ଼ିର ସ୍ବାଦ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ସବୁବେଳେ ବେସନ କଢ଼ି ଖାଇ ବୋର ହୋଇଗଲେଣି, ତେବେ ଏଥର ଟ୍ରାଏ କରନ୍ତୁ ଚଟପଟା ଆଳୁରେ ତିଆରି କଢ଼ି। ଏହି କଢ଼ି ତିଆରି କରିବା ବହୁତ ସହଜ ଓ ଖାଇବାକୁ ସ୍ବାଦିଷ୍ଟ। ସବୁଠାରୁ ବଡ଼ କଥା ଅନେକ ସ୍ଥାନରେ ଲୋକେ ବ୍ରତରେ ଏହା ଖାଇବାକୁ ପସନ୍ଦ କରନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଆଳୁ କଢ଼ି କିପରି ତିଆରି କରିବେ।
ଘରେ ପାର୍ଟି ହେଉ ବା ସନ୍ଧ୍ୟା ଚା’ ସହିତ ସ୍ନାକସ ପାଇଁ ଅଲଗା କିଛି ସ୍ବାଦ ନେବାକୁ ଚାହୁଥିଲେ ଗ୍ରୀଲ୍ଡ ପଟାଟୋ ତିଆରି କରିପାରିବେ। ଆପଣ ଏହା ପୂର୍ବରୁ ଅନେକ ଜିନିଷରେ ତିଆରି କବାବର ସ୍ବାଦ ଚାଖି ସାରିଥିବେ। କିନ୍ତୁ ସମସ୍ତ ତରକାରିର ସ୍ବାଦ ବଢ଼ାଉଥିବା ଆଳୁରେ ତିଆରି କବାବର ସ୍ବାଦ କିଛି ନିଆରା। ତେଣୁ ଗ୍ରୀଲ୍ଡ ପଟାଟୋ କବାବ ଟ୍ରାଏ କରିପାରିବେ।
ଅଧିକ ଦେଖନ୍ତୁ