ଯଦି ଆପଣ ଶିମଳା, ନୈନିତାଲ, ମନାଲି ଭଳି ଶୈଳ ନିବାସ ବାରମ୍ବାର ଯାଇ ବୋର୍ ହୋଇଗଲେଣି, ତେବେ ଏଥର ଟ୍ରାଭେଲ ପ୍ଲାନିଂ ଲାଭାସ ପାଇଁ କରନ୍ତୁ। ମୁମ୍ବାଇ ଓ ପୁନେର ବ୍ୟସ୍ତବହୁଳ ଜୀବନଠାରୁ ଏକ୍ଦମ ଓଲଟା ଲାଭାସ ବାସ୍ତବରେ ଦେଖିବା ଭଳି ଏକ ସ୍ଥାନ। ଏହି ଶୈଳନିବାସରେ ସମସ୍ତଙ୍କ ପାଇଁ କିଛି ନା କିଛି ନୂଆ ରହିଛି। ମଜା, ମସ୍ତି ସହ ନିରୋଳାରେ ଜୀବନକୁ ଉପଭୋଗ କରିବାକୁ ପାଇଁ ବାହାରି ଯାଆନ୍ତୁ ଲାଭାସ।
ମନ୍ଦିରରେ ଭଗବାନ ରହନ୍ତି, ଏହା ତ ସମସ୍ତଙ୍କୁ ଜଣାଅଛି। ମାତ୍ର କେବେ ଶୁଣିଛନ୍ତି କି ମନ୍ଦିରକୁ ଭୂତ ଜଗୁଛନ୍ତି। ହଁ ଆଜ୍ଞା, ଉତ୍ତର ପ୍ରଦେଶର ବୃନ୍ଦାବନରେ ଏମିତି ଏକ ମନ୍ଦିର ରହିଛି, ଯାହାକୁ ଭୂତ ମନ୍ଦିର କୁହାଯାଏ। ମୋଗଲଙ୍କ ସମୟରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ନେଇ ଅନେକ କଥା ଶୁଣିବାକୁ ମିଳେ। କେତେକ ଏହାକୁ ଅନ୍ଧବିଶ୍ବାସ କହନ୍ତି ତ ଆଉ କେତେକ ସତ ବୋଲି କହନ୍ତି। ଚାଲନ୍ତୁ ଜାଣିବା ମନ୍ଦିର ସହିତ ଜଡ଼ିତ ଥିବା କେତେକ ଜଣା ଅଜଣା କଥା।
ଆସିଯାଇଛି ଶୀତ ଋତୁ । ଜୋର୍ଦାର ଥଣ୍ଡା ବି ପଡ଼ିଲାଣି । ଏହା ହେଉଛି ପିକ୍ନିକ୍ ଓ ଆଉଟିଂ ପାଇଁ ପ୍ରକୃଷ୍ଟ ସମୟ। ଏହିଦିନେ ବୁଲିବାର ମଜା ବି କିଛି ଅଲଗା । ବରଫପାତ ଓ ବରଫରେ ଖେଳିବାକୁ ପସନ୍ଦ କରୁଥିବା ଲୋକେ ତ ଅପେକ୍ଷା କରି ରହିଥାନ୍ତି
ଏଇ ସୁନ୍ଦର ପୃଥିବୀକୁ କିଏ ବା ବୁଲି ଦେଖିବାକୁ ନ ଚାହେଁ । କିନ୍ତୁ ବିଦେଶ ଭ୍ରମଣ କଥା ମନକୁ ଆସିଲେ ଏଥିରେ ବାଧା ସୃଷ୍ଟିକରେ ବଜେଟ୍ । ତେବେ ପୃଥିବୀ ବୁଲିବା ଏବେ ଆଉ ଏତେ ବି ମହଙ୍ଗା ନୁହେଁ ।
ଅଧିକ ଦେଖନ୍ତୁ