ବୁଲାବୁଲି

ସୁରଜକୁଣ୍ଡ ମେଳାରେ କରନ୍ତୁ ସ୍ମାର୍ଟ

ବିଶ୍ବର ସଂସ୍କୃତିକୁ ଯୋଡ଼ିବା ଲାଗି ପ୍ରତ୍ୟେକ ବର୍ଷ ଅନ୍ତରାଷ୍ଟ୍ରୀୟ ସୁରଜକୁଣ୍ଡ କ୍ରାଫ୍ଟ ମେଳାର ଆୟୋଜନ କରାଯାଉଛି। ହରିୟାଣାର ଫରିଦାବାଦ ଜିଲ୍ଲାରେ ଏହି ସୁରଜକୁଣ୍ଡ କ୍ରାଫ୍ଟ ମେଳା ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି। ଚଳିତ ବର୍ଷ ୨ ଫେବ୍ରୁଆରୀରେ ଏହି ମେଳା ଆରମ୍ଭ ହୋଇଛି। ହସ୍ତଶିଳ୍ପ ଏବଂ କଳାର ଏହି ନିଆରା ସଙ୍ଗମରେ ଅନେକ ଶିଳ୍ପୀ ସାମିଲ ହେବା ସହିତ ନିଜର କୃତିତ୍ବର ନମୂନା ପ୍ରଦର୍ଶିତ କରିଥାନ୍ତି। ସେମାନଙ୍କ ଦ୍ବାରା ନିର୍ମିତ ପାରମ୍ପରିକ ଶାଢ଼ି, ଘର ସଜାଇବା ଉପକରଣ ଆଦି ମହିଳାଙ୍କ ମଧ୍ୟରେ ବେଶ୍‌ ଚାହିଦା ରହିଛି। ତେବେ ଆପଣ ବି ଯଦି ବୁଲାବୁଲି ସହିତ ଘର ପାଇଁ କିଛି ଜିନିଷ କିଣିବା ପାଇଁ ଚାହୁଛନ୍ତି, ତେବେ ଆପଣଙ୍କୁ ସ୍ମାର୍ଟ ଶପିଂ ପାଇଁ କିଛି ଜରୁରୀ ଟିପ୍‌ସ ଦିଆଯାଉଛି।

ଶୀତଦିନିଆ କଅଁଳିଆ ଖରାରେ ବୁଲି ଚାଲନ୍ତୁ
ବିଦେଶରେ ନୂଆବର୍ଷ ପାଳିଲେ ବଲିଉଡ୍‌ ସେଲିବ୍ରିଟି

ଏଇ କିଛି ଦିନ ତଳେ ଭାରତ ସମେତ ଅଧିକାଂଶ ଦେଶରେ ନୂଆବର୍ଷ ଖୁବ୍‌ ଧୁମଧାମରେ ପାଳନ କରାଯାଇଛି। ବର୍ଷର ଶେଷ ଦିନରେ ସମେସ୍ତ ନୂଆବର୍ଷକୁ ସ୍ବାଗତ କରିବା ଲାଗି ଅପେକ୍ଷା କରିଥାନ୍ତି। ଏହି ଅବସରରେ ଅଧିକାଂଶ ପାର୍ଟି କରିବା ସହ ଭ୍ରମଣରେ ବାହାରିଥାନ୍ତି। ମାତ୍ର ନିଜ ପସନ୍ଦର ସେଲିବ୍ରିଟି କେଉଁଠି ନୂଆବର୍ଷ ସେଲିବ୍ରେସନ୍‌ କଲେ ତାହା ଜାଣିବା ପାଇଁ ଲୋକଙ୍କ ମନରେ ସବୁବେଳେ ଉତ୍ସୁକତା ଥାଏ। ତେବେ ୨୦୧୭କୁ ବିଦାୟ ଦେବା ସହ ୨୦୧୮କୁ ସ୍ବାଗତ କରିବା ତଥା ନୂଆ ବର୍ଷକୁ ଖୁବ୍‌ ଧୁମଧାମରେ ପାଳନ କରିବା ଲାଗି ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି ଦେଶ ଅପେକ୍ଷା ବିଦେଶକୁ ଅଧିକ ଚୟନ କରିଥିଲେ। କେହି ସାଙ୍ଗମାନଙ୍କ ସହ ତ ଆଉ କେହି ପରିବାର ଲୋକଙ୍କ ସହ ନୂଆବର୍ଷକୁ ବିଦେଶରେ ପାଳନ କରିଥିବା ଜଣାପଡ଼ିଛି। ଚାଲନ୍ତୁ ଜାଣିବା ଏହି ନୂଆବର୍ଷକୁ କିଏ କେଉଁଠି ପାଳନ କରିଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ