ବୁଲାବୁଲି

ସେଲ୍ଫି ପାଇଁ ଡେଷ୍ଟିନେସନ

ଭାରତରେ ସେଲ୍ଫି ନେବାର କ୍ରେଜ୍‌ ବହୁତ ବଢ଼ିଯାଇଛି। ସେଲ୍ଫି ନେବା ନିଶାରେ ଲୋକେ କ’ଣ ନାହିଁ କ’ଣ କରି ଦେଉଛନ୍ତି। ନୂଆ ନୂଆ ସ୍ଥାନକୁ ଯାଇ ସେଲ୍ଫି ନେବା, ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇବା ଏବଂ ତାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିଛି। ଯଦି ଆପଣ ବି ଜଣେ ସେଲ୍ଫି ପ୍ରେମୀ ଓ ସେଲ୍ଫି ନେବା ପାଇଁ ନୂଆ ନୂଆ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖୋଜୁଛନ୍ତି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ। ଆମେ ଆପଣଙ୍କୁ ଭାରତର ଏମିତି ୫ଟି ବେଷ୍ଟ ସେଲ୍ଫି ଡେଷ୍ଟିନେସନ୍‌ ସମ୍ପର୍କରେ ଜଣାଉଛୁ। ଯେଉଁଠି ଆପଣ ନିଜ ଫଟୋ କ୍ଲିକ୍‌ କରି ଏକ ପରଫେକ୍ଟ ସେଲ୍ଫି ଲୁକ୍‌ ପାଇପାରିବେ। ମାତ୍ର ସେଲ୍ଫି ନେଲାବେଳେ ପାରିପାର୍ଶିକ ସ୍ଥିତିକୁ ଧ୍ୟାନରେ ରଖନ୍ତୁ। ନଚେତ ଆପଣଙ୍କ ଗୋଟିଏ ସୁନ୍ଦର ସେଲ୍ଫି ନେବା ନିଶା, ଆପଣଙ୍କ ପାଇଁ ବିପଦ ଆଣିଦେବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ