ଫ୍ୟାଶନ

ପ୍ରକୃତିପ୍ରେମୀଙ୍କ ପାଇଁ ଫ୍ଲୋରାଲ ଟାଟୁ ଡିଜାଇନ୍‌

ବର୍ତ୍ତମାନ ସମୟରେ ଷ୍ଟାଇଲିଶ ଦେଖାଯିବା ଲାଗି ଲୋକେ ପୋଷାକ, ଜୋତା, ମେକ୍‌ଅପ୍‌, ଆକ୍ସେସରିଜ ଏବଂ ହେୟରଷ୍ଟାଇଲ୍‌ ସହ ଅନେକ ଟ୍ରେଣ୍ଡିଂ ଜିନିଷ ଆପଣାଉଥିବା ଦେଖିବାକୁ ମିଳୁଛି। ଟାଟୁ ମଧ୍ୟ ପାଲଟିବାରେ ଲାଗିଛି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ। ଏବେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଟାଟୁ କରିବା ବର୍ତ୍ତମାନ ସମୟର ଲାଟେଷ୍ଟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ। କେତେକ ଲୋକେ ନିଜ ସାଥୀଙ୍କ ନାମ ଟାଟୁ କରିଥାନ୍ତି। ଏପରି କରିବା ଦ୍ବାରା ତାଙ୍କୁ ଲାଗେ ଯେ ସେ ତାଙ୍କ ସାଥୀଙ୍କ ସହିତ ରହିଛନ୍ତି। କେତେକ ଲୋକେ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନଙ୍କ ପାଇଁ ଉପଯୁକ୍ତ ହେଉଛି ଫ୍ଲୋରାଲ ଟାଟୁ ଡିଜାଇନ୍‌। ଚାଲନ୍ତୁ ଜାଣିବା ଏମିତି କିଛି ଲାଟେଷ୍ଟ ଫ୍ଲୋରାଲ ଟାଟୁ ଡିଜାଇନ୍‌ ସମ୍ପର୍କରେ।

ଚାହିଦାରେ ମିରର ୱର୍କ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ