ଉପଯୋଗୀ ଟିପ୍‌ସ

ବଗିଚା ଆରମ୍ଭ କରୁଥିଲେ ଧ୍ୟାନରେ ରଖନ୍ତୁ ଏସବୁ
ଚମକାନ୍ତୁ କଳା ପଡ଼ିଯାଇଥିବା ତମ୍ବା ବାସନ

ପୁରୁଣା କାଳରେ ଲୋକେ ତମ୍ବା ବାସନରେ ଭୋଜନ କରୁଥିଲେ। ଏହାଦ୍ବାରା ମିଳୁଥିବା ପୋଷକତତ୍ତ୍ବ ସହିତ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହି ପାତ୍ରରେ ପାଣି ପିଇବା ଗୁଣକାରୀ ହୋଇଥିବାରୁ ଲୋକେ ପୁଣି ଥରେ ଏହି ବାସନ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଏହାକୁ ସଫା କରିବାବେଳେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଏହାକୁ ଠିକ୍ ଭାବେ ସଫା କରା ନ ଯାଏ, ତେବେ ଏହା ଉପରେ କପର ଅକ୍ସାଇଡ ପରସ୍ତ ଜମିବାରେ ଲାଗିଥାଏ। ଏପରିସ୍ଥଳେ ଏହି ବାସନରେ ପାଣି ପିଇବା କିମ୍ବା ଭୋଜନ କରିବା ଫଳରେ ସ୍ବାସ୍ଥ୍ୟକୁ ଲାଭ ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚି ଥାଏ। ଯଦି ଆପଣ ମଧ୍ୟ ନିଜ ତମ୍ବା ବାସନର ସଫା ସୁତୁରାକୁ ନେଇ ସମସ୍ୟାରେ ରହିଛନ୍ତି, ତେବେ ଏଠାରେ ଏପରି କିଛି ଉପାୟ ଦିଆଯାଇଛି ଯାହାକୁ କିଛି ମିନିଟରେ ତମ୍ବା ବାସନ ଉପରେ ଜମି ଯାଇଥିବା କଳାପଣ ଦୂର କରି ଏହାକୁ ଚମକାଇ ପାରିବେ। ଚାଲନ୍ତୁ ଜାଣିବା ତମ୍ବା ବାସନକୁ କିଭଳି ଚମକାଇବେ।

ପିଲାଙ୍କ ନୂଆ ଦାନ୍ତ ଉଠୁଥିଲେ ମା’ମାନେ ଧ୍ୟାନ ରଖନ୍ତୁ

ପିଲା ୬ ମାସର ହୋଇଗଲା ପରେ ସେମାନଙ୍କର ଦାନ୍ତ ଉଠିବା ଆରମ୍ଭ ହୋଇଯାଏ। ଏହି ପ୍ରକ୍ରିୟା ୬ରୁ ୨୪ ମାସ ଯାଏ ଚାଲିଥାଏ। ଏହି ସମୟରେ ପିଲାଙ୍କ ମାଢ଼ିରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହି କାରଣରୁ ସେମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆସିବା ସହିତ ସେମାନେ ଚିଡ଼ଚିଡ଼ା ମଧ୍ୟ ହୋଇଯାଆନ୍ତି। ବିନା କାରଣରେ ଲଗାତର କାନ୍ଦିଥାନ୍ତି। ବୟସ୍କଙ୍କ ଜ୍ଞାନ ଦାନ୍ତ ଉଠିଲାବେଳେ ଯେତିକି କଷ୍ଟ ହୋଇଥାଏ, ପିଲାଙ୍କ ଦାନ୍ତ ଉଠିବାବେଳେ ମଧ୍ୟ ସେତିକି କଷ୍ଟ ହୋଇଥାଏ। ପିଲାଙ୍କୁ ଏହି ପରିସ୍ଥିତିରୁ ମୁକୁଳିବା ବହୁତ କଷ୍ଟକର ହୋଇଥାଏ। ଏପରିସ୍ଥଳେ ନବଜାତ ଶିଶୁର ଦାନ୍ତ ଉଠିବା ବେଳେ ତାକୁ ହେଉଥିବା କଷ୍ଟରୁ ଆରାମ ଦେବା ପାଇଁ ମା’ମାନେ କେତେକ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଚାଲନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ