ଅପରାଧ

ବାବାରୁ କଏଦୀ ନମ୍ବର ୧୯୯୭
ଲୁଟେରାଙ୍କ ନୂଆ ଟ୍ରେଣ୍ଡ: ଆଗରୁ ସଡ଼କରୁ ଲୁଟୁଥିଲେ, ଏବେ

ଅଗଷ୍ଟ ୨୦ ରବିବାର। ରାତି ପ୍ରାୟ ୯ଟା ହେବ। ନିଜ ବାପଘରକୁ ବୁଲି ଆସିଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଲୁଟେରା। ପ୍ରତିବାଦ କରିବାରୁ ମହିଳାଙ୍କ ସ୍ବାମୀଙ୍କୁ ଲୁଟେରାମାନେ ଗୁଳିମାଡ଼ କଲେ। ଠିକ୍‌ ସେହି ସମୟରେ ଲାଇନ ଚାଲିଯାଇଥିଲା। ଅନ୍ଧାରର ସୁଯୋଗ ନେଇ ଷ୍ଟାର୍ଟ ହୋଇ ରହିଥିବା ସାଥୀଙ୍କ ବାଇକ୍‌ରେ ବସି ଲୁଟେରାମାନେ ଗାଏବ ହୋଇଗଲେ। ନିମିଷକ ମଧ୍ୟରେ ଘଟିଗଲା ଏ ଘଟଣା। ଦୁର୍ବୃତ୍ତମାନେ ଏମ୍‌ସ ନିକଟ ସିଜୁଆ ଗାଁ ଭିତରେ ଏଭଳି କାଣ୍ଡ ଘଟାଇ ଅନାୟାସରେ ଚାଲିଯିବା ପରେ ଭୟରେ ଥରି ଉଠିଛି ପୂରା ଗାଁ। ଗାଁ ଭିତରେ ପଶି ଘର ସାମନାରୁ ଲୁଟ୍‌ ଓ ଗୁଳିମାଡ଼କୁ ପ୍ରଥମ ଥର ସାମନା କରିଛନ୍ତି ଲୋକେ। ଚେନ୍‌ ଲୁଟେରାମାନେ ଆଗରୁ ସଡ଼କ ଉପରୁ ଲୁଟୁଥିଲେ, ଏବେ ଘର ଭିତରେ ପଶିଲେଣି। ଅପରାଧର ସ୍ଥାନ, ସମୟ ବଦଳାଇ ଅପରାଧ ଘଟାଇ ଚାଲିଯିବାରେ ସଫଳ ହେଉଥିବା ବେଳେ ପୋଲିସ ବିଳମ୍ବରେ ପହଞ୍ଚେ ବୋଲି ସମାଲୋଚନାର ଶିକାର ହୋଇଛି।

ଖୋର୍ଦ୍ଧା ବିସ୍ଫୋରଣ: ବାଣ ନା ଷଡ଼ଯନ୍ତ୍ର!
ବୁଦ୍ଧଦେବର ବ୍ୟଭିଚାର: ଦୁଷ୍କର୍ମ ଓ ତଣ୍ଟିକାଟି ୫ ମହିଳାଙ୍କୁ ମାରିଛି


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ