Pratinidhi Odia

୪୫ ବର୍ଷ ବୟସରେ ଗାନ୍ଧୀ ଫେରିଥିଲେ ଭାରତ


୪୫ ବର୍ଷ ବୟସରେ ଗାନ୍ଧୀ ଫେରିଥିଲେ ଭାରତ
୧୯୧୫ ମସିହା ଜାନୁଆରୀ ୯ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ବମ୍ବେର ଆପୋଲୋ ବନ୍ଦରଠାରେ ଓହ୍ଳାଇଥିଲେ ମହାତ୍ମା ଗାନ୍ଧୀ। ସେତେବେଳେ ତାଙ୍କର ବୟସ ଥିଲା ୪୫ ବର୍ଷ। ତିନିଦିନ ପରେ ବମ୍ବେବାସୀ ତାଙ୍କୁ ସ୍ବାଗତ କରିଥିଲେ ଏବଂ ଏଇ ସ୍ବାଗତ ଉତ୍ସବରେ ଭାଗ ନେଇଥିଲା ବ୍ରିଟିଶ୍ ଇଣ୍ଡିଆ ସରକାର| ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ସରକାରଙ୍କ ପକ୍ଷରୁ ତାଙ୍କୁ କୈସର-ଇ-ହିନ୍ଦ୍ ସ୍ବର୍ଣ୍ଣ ପଦକ ଦିଆ ଯାଇଥିଲା । କିନ୍ତୁ ୧୯୧୯ ଜାଲିଓ୍ୱାନାଓ୍ୱାଲା ବାଗ ଗଣହତ୍ୟା ପ୍ରତିବାଦରେ ୧୯୨୦ ମସିହାରେ ଏଇ ସମ୍ମାନ ଫେରାଇ ଦେଇଥିଲେ ଗାନ୍ଧିଜୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?